Browsing Tag

nuapada news

ସହିଦ ଦେବେନ୍ଦ୍ର ଧରୁଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସହିଦ ଦେବେନ୍ଦ୍ର ଧରୁଆଙ୍କ ସ୍ମୃତିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ…
Read More...

ନୂଆପଡା ଜିଲ୍ଲାରେ ଧାନମଣ୍ଡି ଉଦ୍‌ଘାଟନ କଲେ ଜିଲ୍ଲାପାଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆର ରୋଡ଼ ନିୟମିତ ବଜାର କମିଟି ଖରିଆର ରୋଡ଼ଠାରେ ଆଜି ନୂଆପଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ କର କମଳରେ ଧାନମଣ୍ଡି ଶୁଭ ଉଦ୍‌ଘାଟନ ହୋଇଯାଇଛି । ଅର୍ଣ୍ଣଦାତା ଚାଷୀ ନିଜ ଉପାର୍ଜିତ ଧାନ ଶଷ୍ୟକୁ ସରକାରଙ୍କ ଏମଏସପି ଧାର୍ଯ୍ୟ ମୂଲ୍ୟରେ…
Read More...

ଲକ୍ଷ୍ମୀ ମେହେର ଆତ୍ମହତ୍ୟା ଘଟଣା, ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କଲା ସିନାପାଲି…

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ମେହେର ଯୁବାମଞ୍ଚ ତରଫରୁ ଲକ୍ଷ୍ମୀ ମେହେର ଆତ୍ମହତ୍ୟା ଘଟଣାକୁ ନେଇ ଉଚିତ୍ ତଦନ୍ତ ଓ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନଙ୍କୁ ନିବେଦନ କରିଛନ୍ତି । ନିବେଦନ ପତ୍ରଟିକୁ…
Read More...

ସିନାପାଲି ଅଙ୍ଗନବାଡି କର୍ମୀ ସଂଘ ତରଫରୁ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ନୂଆପଡ଼ା, (ନିରାକାର ମେହେର) : ଅଲ୍‌ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ ଆସୋସିଏସନ୍‌ର ନିର୍ଦ୍ଦେଶ କ୍ରମେ ଗତକାଲି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଙ୍ଗନବାଡି କର୍ମୀ ସଂଘ ତରଫରୁ ବିଭିନ୍ନ ସମସ୍ୟା ନେଇ ସିନାପାଲି ବିଡିଓ ସଦାଶିବ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
Read More...

ବାଲ୍ୟ ବିବାହ ରୋକିଲେ ପ୍ରଶାସନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୁଲାଭଟ ଗ୍ରାମ ପଞ୍ଚାୟତରେ ଏକ ୧୬ ବର୍ଷର ଝିଅର ବାଲ୍ୟ ବିବାହକୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । ସୂଚନା ଅନୁସାରେ ଚୁଲାଭଟ ଅଞ୍ଚଳର ଏକ ଗ୍ରାମରେ ଏହି ବିବାହ ସ୍ଥିର କରାଯାଇଥିଲା । ଠିକ୍ ସମୟରେ…
Read More...

ଗଛରେ ଭାଲୁ : ଆତଙ୍କିତ ଲୋକେ, ଭାଲୁ ଉଦ୍ଧାର ପାଇଁ ବନ ବିଭାଗ ସଜାଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଖଇର ପଦର ଗାଁରେ ଭାଲୁ ଆତଙ୍କ ଖେଳାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଖଇର ପଦର ଗାଁ ନିକଟସ୍ଥ ଏକ ସାହାଜ ଗଛ ଉପରେ ଭାଲୁ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଭାଲୁକୁ ଦେଖିବା ପରେ…
Read More...

ନୂଆପଡା ଜିଲ୍ଲା ହାଡ଼ିପା ଗୁରୁ ମହାସଭା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଗାନ୍ଧିନଗର ପ୍ରାଙ୍ଗଣରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସମ୍ବିଧାନ ଦିବସରେ ହାଡ଼ିପାଗୁରୁ ମହାସମାଜ ଜିଲ୍ଲା ସଭାପତି ସାମ୍ବାଦିକ ବିଜୟ କୁମାର ସହିସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ…
Read More...

ମୁକ୍ତା ଯୋଜନାରେ ନୂଆପଡା ସହରାଞ୍ଚଳକୁ ୨.୭୮ କୋଟି ମଞ୍ଜୁର : ଧନ୍ୟବାଦ ଦେଲା ବିଜେଡି

ନୂଆପଡା, (ନିରାକାର ମେହେର) : ବିକାଶ ଦେଖିବେ ନୂଆପଡା ସହରବାସୀ । ମୁକ୍ତା ଯୋଜନାରେ ନୂଆପଡା ସାହାରାଞ୍ଚଳ ପାଇଁ ୨.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ରାଜ୍ୟ ସରକାଙ୍କୁ କୃତଜ୍ଞତା ଜଣାଇଛି ଜିଲ୍ଲା ବିଜେଡି । ଏହି ଟଙ୍କାରେ ସହରାଞ୍ଚଳର ବିକାଶ ହେବା ସହ ଲୋକେ କର୍ମ ନିଯୁକ୍ତି…
Read More...

ରନ୍ଧନ ଗ୍ୟାସ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ପ୍ରତିବାଦ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଛକଠାରେ ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳର ମିଳିତ ଆନୂକୁଲ୍ୟରେ ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଜୁ ଜନତା ଦଳ ସଦସ୍ୟ/ସଦସ୍ୟାମାନେ ଯୋଗ ଦେଇ କେନ୍ଦ୍ର…
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ କ୍ଲବଠାରେ ତୃତୀୟ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ।…
Read More...