Browsing Tag

nuapada news

ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି । ଅଙ୍ଗନୱାଡ଼ି ଚାକିରୀ କରାଇଦେବା ପାଇଁ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନାପାଲି ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର ହର୍ଷମଣି ମହାନନ୍ଦ । ସୂଚନା ଅନୁସାରେ ସିନାପାଲି ସାଗୁନଭାଡ଼ି…
Read More...

କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ବାହାର ରାଜ୍ୟକୁ ଚଲାଣ ବେଳେ ନୂଆପଡା ଜିଲ୍ଲା କୋମନା ପୋଲିସ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୫ ଜଣ ଶିଶୁ ୬ ଜଣ ପୁରୁଷ ଓ ମହିଳା ଅଛନ୍ତି । ଉଦ୍ଧାର ଦାଦନମାନେ କୋମନା ବ୍ଲକ ପେଣ୍ତରାବନ ପଞ୍ଚାୟତ ପଲସିପାନି ଗାଁର ବୋଲି ସୂଚନା…
Read More...

କୁଳିଙ୍ଗାମାଲ ଗ୍ରାମରେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କୁଳିଙ୍ଗାମାଲ ଗ୍ରାମରେ ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅଲେଖ ମହିମା ନାମଯଜ୍ଞ ଅନୁଷ୍ଠିତ ହୋଇଅଛି । ନାମଯଜ୍ଞ ବୈଦିକ ଯଜ୍ଞ ତଥା ଅଲେଖ ମହିମା ଧର୍ମଧୁନୀ ପ୍ରଜ୍ଜ୍ୱଳନ ଆଦି କରାଯାଇଥିଲା ।…
Read More...

ହାତୀ ଦାନ୍ତ ଓ ବାଘ ନଖ ଜବତ : ୪ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ବାଘ ନଖ ଓ ହାତୀ ଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର…
Read More...

୫-ଟି ସଚିବଙ୍କ ଭର୍‌ର୍ଚୁଆଲ୍‌ ବୈଠକରେ ଯୋଗଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଖଡ଼ିଆଳ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍‌ଏସିର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ମୁକ୍ତା ଯୋଜନାରେ ୨ କୋଟି ୭୮ ଲକ୍ଷର ଟଙ୍କା ମଞ୍ଜୁରୀ କରିବେ ବୋଲି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରକାଶ କରିଛନ୍ତି । ଆଜି ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ…
Read More...

ସୁନାବେଡା ଅଭୟାରଣ୍ୟରେ ବ୍ୟାପକ ମାଣ୍ଡିଆ ଚାଷ : କେଜି ପିଛା ୪୦ ଟଙ୍କା ମୂଲ୍ୟ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାଣ୍ଡିଆ ଚାଷ ବ୍ୟାପକ ମାତ୍ରାରେ ହେଉଛି । ମାଣ୍ଡିଆ ଚାଷ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହ ଚାଷୀର ଲାଭାଂଶକୁ ମଧ୍ୟ ବୃଦ୍ଧି କରିବାର ପ୍ରୟାସ ଅଟେ । ଅଭୟାରଣ୍ୟବାସୀ ଯତ୍ନ ସହ ଚାଷ କରିଛନ୍ତି । ରସାୟନିକ…
Read More...

ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ତିନିଟି ହାଇୱା ସହ ଦୁଇ ଟ୍ରାକ୍ଟର ଜବତ

ନୂଆପଡା, (ନରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଅତିରିକ୍ତ ତହସିଲଦାରଙ୍କ ଦ୍ଵାରା ଆଜି ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ଚଢାଉ କରିଥିବା ଜଣାପଡିଛି । ସୂଚନା ମତେ ଘଟଣା ସ୍ଥଳରୁ ୩ ଗୋଟି ହାଇୱା ସହ ଦୁଇ ଗୋଟି ଟ୍ରାକ୍ଟର ଜବତ କରିଥିଲେ । ଖଡ଼ିଆଳ ଥାନାରେ ସମସ୍ତ ଗାଡି ଅଟକ ରହିଛି ।…
Read More...

କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ୧୧ଟି ହାତୀ ପଲ ବ୍ୟାପକ ଧାନ ଫସଳ ନଷ୍ଟ କରିଛନ୍ତି । ବିଶେଷ କରି କୋମନା, କରାମହୁଲ ଆଦି ଗାଁର ଅନେକ ଚାଷୀଙ୍କ ଅମଳକ୍ଷମ ଧାନକୁ ହାତୀ ଖାଇ ଦେଇଥିବା ବେଳେ ଦଳିଚକଟି ମାଡି ଦେଇଛନ୍ତି । ଅନେକ ଚାଷୀଙ୍କ ଜମିର ଧାନ ଖଳାରେ ଥିବା…
Read More...

ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନୂଆପଡା ଗସ୍ତ

ନୂଆପଡା, (ନିରାକାର ମେହେର) : ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦିବ୍ୟ ଶଙ୍କର ମିଶ୍ର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନୂଆପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ଓ…
Read More...

ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପ୍ରକିୟାରେ ମହିଳାଙ୍କ ଅଂଶଗ୍ରହଣ ଏବଂ ସଶକ୍ତିକରଣ ନେଇ କର୍ମଶାଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଗ୍ରେସନ ଭବନଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶ ଗ୍ରହଣ ଏବଂ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଷ୍ପାଞ୍ଜଳି ଗୋଆଲ, ବେଳମତି ମାଝୀ, ଅମ୍ବିକା ମାଝୀ, ସରସ୍ୱତୀ…
Read More...