Browsing Tag

nuapada news

ବେକରେ ଶାଢୀ ଲଗାଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା : ଝୁଲନ୍ତା ମୃତ ଦେହ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ କିରିକିଟା ପଞ୍ଚାୟତ ସୁନାରୀସିକୁଆ ଗ୍ରାମର ଜଣେ ବିବାହିତା ମହିଳା ଘର ଭିତରେ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମହିଳା ଜଣକ କୁମଦିନି ଶବର (୨୮) ବୋଲି ଜଣାପଡିଛି ।…
Read More...

ନୂଆପଡାରେ ମହିଳା କୋର୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋର୍ଟ ପରିସରରେ ଇ-ସେବା ଓ ତାଲିମ ଶିବିରକୁ ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଶୁଭ ଉଦ୍‌ଘାଟନ କରିଛନ୍ତି । ନୂତନ ସେବା ଅନେକ ସୁବିଧା ଆଣିଥିବା ବେଳେ ଏହାର ଅଭ୍ୟାସ ଦ୍ୱାରା ସହଜ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା ।…
Read More...

ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ମୃତ୍ୟୁ ଘଟଣା : ୩ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ପୁଟେଲ ମୃତ ଦେହ ନିକଟ ବୁଦ୍ଧିଆ ଜଙ୍ଗଲରୁ ଖଡ଼ିଆଳ ପୋଲିସ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ତଦନ୍ତ କରି ପୋଲିସ ସେହି ଗାଁର ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା…
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା, (ନିରାକାର ମେହେର) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ନୂଆପଡା ଜିଲ୍ଲା କଂଗ୍ରେସ । ଗୁରୁବାର ଏ ବାବଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ ମାଧ୍ୟମରେ…
Read More...

କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର କୋମନା ବ୍ଲକ ଆଗ୍ରେନ ଗାଁ ନିକଟ ଛତା ସଂରକ୍ଷିତ ଜଙ୍ଗଲରେ ଗତ ୪ ଦିନ ହେଲା ୧୧ଟି ହାତୀ ଦଳ ଅଛନ୍ତି । ରାତିରେ ଆଗ୍ରେନ ଗାଁର ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଅମଳକ୍ଷମ ଧାନକୁ ଖାଇ ଦଳିଚକଟି ଦେଇ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ…
Read More...

ସ୍ଥାୟୀ ଠିକଣା ଖୋଜୁଛି ସିନାପାଲି ଡେଲି ମାର୍କେଟ : ବାରମ୍ବାର ହେଉଛି ସ୍ଥାନ ପରିବର୍ତ୍ତନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଚାଲୁଥିବା ଡେଲି ମାର୍କେଟ ଏବେ ସ୍ଥାୟୀ ଠିକଣା ଖୋଜୁଛି । ବାରମ୍ବାର ସ୍ଥାନ ପରିବର୍ତ୍ତନ ହେଉଥିବା ବେଳେ ଏଠାରେ ବର୍ଷେ ଆଉ ଏକ ଅନ୍ୟ ସ୍ଥାନରେ ବର୍ଷେ ଏମିତି ଚାଳିଛି । ଯାହା ଫଳରେ ସିନାପାଲି ଡେଲି ମାର୍କେଟ ପରିଚୟ ହଜାଇ…
Read More...

ନୂଆପଡା ଜିଲ୍ଲା ବିହଙ୍ଗ ଅନୁଷ୍ଠାନ ପକ୍ଷରୁ କୋଭିଡ ସଚେତନତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବିହଙ୍ଗ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକମ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯାଇଛି । ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ବୁଲି ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କୋଭିଡ ସଚେତନତା, ମାସ୍କ ବ୍ୟବହାର,…
Read More...

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଭାଜପା ପକ୍ଷରୁ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ମମିତା ହତ୍ୟାକାଣ୍ଡରେ ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ସପୃକ୍ତି ଇସ୍ତଫା ଦାବୀରେ ମୋଟର ସାଇକେଲ ରାଲିରେ ବାହାରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ କୃଷକ…
Read More...

ଅଶ୍ୱିନୀ ବେହେରାଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରପଦର ଗ୍ରାମବାସୀ ଏବଂ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଆଶ୍ଵିନୀ ବେହେରାଙ୍କ ହତ୍ୟାକାଣ୍ଡ ମାମଲାର ଦୋଷୀଙ୍କୁ ଗିରଫ ଦାବୀରେ ଆଜି ଗ୍ରାମବାସୀ ଓ ଦଳିତ ଅଧିକାର ମଞ୍ଚ ପକ୍ଷରୁ ଖଡ଼ିଆଳ ଥାନା ଘେରାଉ କରାଯାଇଛି । ଅଶ୍ୱିନୀ…
Read More...

ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତରେ ଆସିଥିବା ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଖଡ଼ିଆଳ ଡାକବଙ୍ଗଳାଠାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଖଡ଼ିଆଳଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି ।…
Read More...