Browsing Tag

nuapada news

ନୂଆପଡ଼ାରେ ପୋଲିସ ଡ଼ିଜି ଅଭୟ

ନୂଆପଡ଼ା : ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ । ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡ଼ାରେ ରହିଥିବା ସିଆରପିଏଫ୍‌ କ୍ୟାମ୍ପ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ପରିଦର୍ଶନ କରିଥିଲେ । ତାଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଆସିଥିଲେ ।
Read More...

ନାବେଡା ଅଭୟାରଣ୍ୟରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପରମ୍ପରା ଲାଲ୍‌ ବଙ୍ଗଳା, ଛୁଇଁବା ମନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରେ ରହିଛି ସୁନାବେଡା ଅଭୟାରଣ୍ୟ । ସୁନାବେଡା, ସୋସେଙ୍ଗ ପଞ୍ଚାୟତକୁ ଛାଡି ମିଛାପାଲି ପଞ୍ଚାୟତର ୩ଟି, ସିଆଲଟିର ପଞ୍ଚାୟତର ଗୋଟିଏ ଏବଂ ନୂଆପଡା ସଦର ବ୍ଲକର ଭରୁଆମୁଣ୍ଡା ପଞ୍ଚାୟତର ୩ଟି ଗାଁ ସମେତ ସୁନାବେଡା ଅଭୟାରଣ୍ୟ…
Read More...

ଝିତ୍ରୀଢୋଡା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଳସ ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଝିତ୍ରୀଢୋଡା ଗ୍ରାମ ଠାରେ ହେବାକୁ ଥିବା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଲସ ଯାତ୍ରା ହର୍ଷ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କଲସ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ନୁଆପଡା ଜିଲ୍ଲା ଯାଦବ ସମାଜର ସଭାନେତ୍ରୀ…
Read More...

କଳାକାରଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ନୂଆପଡା ଜିଲ୍ଲା କଳାକାର ସଂଘର ପ୍ରେସମିଟ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଂସ୍କୃତି ସଂଘର ଡିସିଓ ଦାୟିତ୍ୱରେ ଥିବା ଅଧିକାରୀ କଳାକାର ମାନଙ୍କୁ ଅଣଦେଖା କରୁଥିବାରୁ ଆଜି ଜେକେଏସ୍‌ଏସ୍‌ ଏବଂ ବିକେଏସ୍‌ଏସ୍‌ର ସମସ୍ତ କଳାକାର ମେମ୍ବର ମିସି ଏକ ପ୍ରେସ୍‌ମିଟ୍‌ ରଖିଥିଲେ । ଜିଲ୍ଲା ଉପସଭାପତି ତ୍ରିମନ ମାଝୀଙ୍କ…
Read More...

ବିଜୁ ସେତୁ ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପତିଏଲପଡା ଶିବ ମନ୍ଦିରଠାରୁ ଖଇରପଦର ଉଦନ୍ତୀ ନଦୀରେ ବିଜୁ ସେତୁ ନିର୍ମାଣ ନେଇ ଗ୍ରାମବାସୀମାନେ ଦାବୀ କରିଛନ୍ତି । ଗୋର୍ଲା, ଟିମାନପୁର, ରାଣୀମୁଣ୍ଡା, ଖରସେଲ, ନିଲଜି, ଖଏରପଦର, କେଁଏଠପଦର, କେନ୍ଦୁମୁଣ୍ଡା ଘୁଚାଗୁଡା…
Read More...

ଅଶ୍ୱନୀ ହତ୍ୟା ଘଟଣାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡା, (ନିରାକାର ମେହେର) : ଅଶ୍ୱନୀ ହତ୍ୟା ଘଟଣାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ଗତ ମାସ ୨୦ତାରିଖ ଦିନ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରପଦର ଗ୍ରାମର କୁମାରୀ ବେହେରାଙ୍କ ପୁଅ ଅଶ୍ଵିନୀଙ୍କୁ କେହି ଦୃବୁତ ରାତିରେ…
Read More...

ବିଭିନ୍ନ ଜୁଆ ଆଡାରେ ପୋଲିସର ଚଢାଉ : ୧୨ ଜୁଆଡି ଅଟକ

ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ପୋଲିସ ଦ୍ୱାରା ୨ଗୋଟି ଜୁଆ ଆଡ୍ଡା ଉପରେ ଚଢାଉ କରି ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଜୁଆଡି ମାନଙ୍କଠାରୁ ୫୫ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍ ଜବତ କରାଯାଇଛି । ସୂଚନା ଯୋଗ୍ୟ ଯେ, ବିଶେଷ ସୁତ୍ରରୁ ସୂଚନା ପାଇ ନୂଆପଡା ପୋଲିସ…
Read More...

ମୌଳିକ ସୁବିଧାରୁ ବଞ୍ଚିତ କୁଇମୁଣ୍ଡା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାରର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିକାଶର ପାଦ ପଡ଼ିନାହିଁ । ଲୋକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ…
Read More...

ଭୂତ ଖାଉଛି ବାର୍ଦ୍ଧକ୍ୟ ଭତ୍ତା : ସିନାପାଲି ବ୍ଲକରେ ମହା ଘୋଟଲା ହୋଇଥିବା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଜ୍ୟର ଏକ ଉପାନ୍ତ ଜିଲ୍ଲା । ଏଠାରେ ସରକାରୀ ବାବୁ ଏବଂ ଜନପ୍ରତିନିଧିମାନଙ୍କ ପାଇଁ ଦୁର୍ନୀତି ଏକ ସାଧାରଣ ବିଷୟ ପାଲଟିଛି । ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ନୀତି ସାମ୍ନାକୁ ଆସୁଥିଲେ ହେଁ ଠୋସ କାର୍ଯ୍ୟାନୁଷ୍ଠାନ…
Read More...

ଅସମ୍ପୂର୍ଣ୍ଣ ଡ୍ରେନ ସମସ୍ୟାକୁ ନେଇ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ଜଗନ୍ନାଥ ଛକ ନିକଟ ବରଫ କଳଠାରୁ ଲିମିବନ୍ଧ ରାସ୍ତା ପର୍ଯ୍ୟନ୍ତ ନିର୍ମାଣାଧିନ ଡ୍ରେନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ସିନାପାଲି ବିଡ଼ିଓଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଡ୍ରେନ…
Read More...