ଖଡ଼ିଆଳ ଏନ୍ଏସି ପକ୍ଷରୁ କରୋନା ସଚେତନତା ଶିବିର
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖଡ଼ିଆଳ ଏନ୍ଏସି ପରିସର ମଧ୍ୟରେ ଥିବା ସମସ୍ତ ସ୍କୁଲରେ ସଚେତନତା ମାଧ୍ୟମରେ!-->…
Read More...
Read More...