Browsing Tag

nuapada news

ବୋଡେନ ସାପ୍ତାହିକ ବଜାରଠାରେ କ୍ଲିନ୍ ଇଣ୍ଡିଆ, ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୋଡ଼େନ ସାପ୍ତାହିକ ବଜାରଠାରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଡେନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଚ୍ଛତା…
Read More...

ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଉପଭୋକ୍ତା ସଂଘର ଜରୁରୀ ବୈଠକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଉପଭୋକ୍ତା ସଂଘ ତରଫରୁ ଏକ ଜରୁରୀ ବୈଠକ, ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଟେଣ୍ଡକାରୀ ସଭାପତିତ୍ୱ କରିଥିବା ବେଳେ ସଭାରେ ଭାଷ୍କର ମିଶ୍ର ବୈଠକର ଉଦ୍ଧେଶ୍ୟ…
Read More...

ଖଡ଼ିଆଳ ଅଗ୍ନିଶମ ବାହିନୀ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦମକଳ ବାହିନୀ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ସମସ୍ତ କର୍ମଚାରୀମାନେ ଦୁର୍ନୀତି ସମାଜରୁ ଦୂର କରିବା ସହ ସଚ୍ଚୋଟ ରହିବାକୁ ଶପଥ ନେଇଥିଲେ । ଖଡ଼ିଆଳ ଦମକଳ କେନ୍ଦ୍ର ସମସ୍ତ କର୍ମଚାରୀ ଏବଂ ଅଧିକାରୀ…
Read More...

କଫ୍‌ ସିରଫ ଜବତ ସହ ଜଣେ ଗିରଫ

ନୂଆପଡା, (ନିରାକାର ମେହେର) : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ନୂଆପଡା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କଠାରୁ ଷାଠିଏ ବୋତଲ କୋରେକ୍ସ କଫ୍‌ ସିରପ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଖଡ଼ିଆଳ ଓ ସିନାପାଲି ଅବକାରୀ…
Read More...

ଅଜଣା ରୋଗରେ ଶଯ୍ୟାଶାୟୀ ଗଙ୍ଗାବାଳି : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୂଆପଡା, (ନିରାକାର ମେହେର) : ମୁଁ ବଂଚିବାକୁ ଚାହେଁ ବୋଲି ହାତ ଜୋଡି କରୁଣ ନିବେଦନ କରୁଛନ୍ତି ଅଜଣା ରୋଗରେ ଆକ୍ରାନ୍ତ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତ କାମପୁର କନକପଡାର ଗଙ୍ଗାବାଳି ମାଝି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସ୍ତ୍ରୀକୁ ସୁସ୍ଥ କରିବା…
Read More...

ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ମାଝିଙ୍କ ସଭାପତିତ୍ୱରେ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟିର ନୂତନ…
Read More...

ଅଧାପନ୍ତରିଆ ପୋଲ ସମ୍ପୂର୍ଣ୍ଣ ହେବ କେବେ ?

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା–ଚଚରାଭଟା ପାଖ ସହାଜଜୋର ନାଳରେ ହୋଇଥିବା ପୋଲ ଅର୍ଧ ନିର୍ମିତ ହୋଇ ପଡିରହିଛି । ପୋଲର ସୁରକ୍ଷା ବାଡ଼ ନ ଥିବାରୁ ଏ ଠାରେ ବହୁବାର ଦୁର୍ଘଟଣା ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ…
Read More...

ନଳକୂପ ଅଚଳ : ପିଇବା ପାଣି ପାଇଁ ଲୋକେ ଡ଼ହକ ବିକଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟ ତିନି ଛକଠାରେ ଥିବା ନଳକୂପ ଅଚଳ ହୋଇପଡିଛି । ଫଳରେ ପାଣି ଟୋପେ ପାଇଁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ଏହି ନଳକୂପରେ ବହୁ ପରିବାର ନିର୍ଭର କରନ୍ତି । କିନ୍ତୁ ଏହା ଅଚଳ ଥିବାରୁ ବହୁ ଲୋକ…
Read More...

ଖଡ଼ିଆଳ ବଣିକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଡୁଆଝର ଗ୍ରାମ ନିକଟସ୍ଥ ସୁନ୍ଦର ନଦୀ କୂଳରେ ଖଡ଼ିଆଳ ବଣିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ରାଜ୍ୟ ବ୍ୟବସାୟିକ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଯୋଗ ଦେଇଥିଲେ । ଏହି…
Read More...

ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ସ୍ୱାଗତ କେନ୍ଦୁମୁଣ୍ତା ଆଞ୍ଚଳିକ କେନ୍ଦ୍ର ଯାଦବ ସମାଜର ସମ୍ପାଦକ ଗଣେଶ ପୋଡ ପରିଚାଳନା…
Read More...