ବିଷ ପିଇ ଯୁବକଙ୍କ ମୃତ୍ୟୁ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ମିଳିଥିବା ସୂଚନାନୁସାରେ ଗାଁର ମାନରଞ୍ଜନ ପ୍ରଧାନୀ(୩୦) କୀଟନାଶକ ପିଇ ଘରକୁ ଫେରିଥିଲେ । ସେ ଅସୁସ୍ଥ ହେବାରୁ ପରିବାର ଲୋକ ତୁରନ୍ତ କୋମନା!-->…
Read More...
Read More...