ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ
ନୂଆପଡା, (ନିରାକାର ମେହେର) : ନୂଆପଡା ସଦର ଥାନା ଗୋଡତୋଲ ଗ୍ରାମର ଜଣେ ଯୁବକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗୋଡତୋଲ ଗ୍ରାମର ଖୋଲବେହେରା ମାଝୀଙ୍କ ପୁଅ ଇଶ୍ୱର ମାଝୀ(୪୫) କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି । ଗ୍ରାମର!-->…
Read More...
Read More...