Browsing Tag

nuapada news

ସହର ଭିତରେ ଥିବା ୩୩ କେଭି ବିଦ୍ୟୁତ ତାରକୁ ସହର ବାହାରେ କରିବାକୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ନିବେଦନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହରରେ ଥିବା ୩୩ କେଭି ବିଦ୍ୟୁତ ତାରକୁ ସହର ବାହାରେ କରିବାକୁ ସିନାପାଲି ବାସୀ ଲିଖିତ ଭାବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହରରେ…
Read More...

ସିନାପାଲି ସହରର ବିଭିନ୍ନ ସାର ଦୋକାନ ଉପରେ ପ୍ରଶାସନର ସଚେତନତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ଦୋକାନକୁ ସିନାପାଲି ବ୍ଲକ ପ୍ରଶାସନ ଯାଇ ସଚେତନତା କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସିନାପାଲି ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ଦୋକାନରେ କିଭଳି ଭାବେ ବେଆଇନ ଦରବୃଦ୍ଧି ଓ ଖରାପ…
Read More...

ମାହଗାଁ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ମହଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହିତ ଜଙ୍ଗଲ ଓ ପରିବେଶ ସୁରକ୍ଷା,…
Read More...

କୁଲିଙ୍ଗାମାଲ ସେବାଶ୍ରମରେ ବନ ମହୋତ୍ସବ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ୟୁଥ୍ ଓ ଇକୋ କ୍ଲବ ଆନୁକୁଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେତୃତ୍ୱରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ମାଝୀ ତଥା ସମାଜସେବୀ…
Read More...

ପାର୍ବତ୍ୟ ଅଞ୍ଚଳକୁ ଗସ୍ତ କଲେ ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ପ୍ରଶାସନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଂଚାୟତର ସମାଡ଼ପଦର ଗ୍ରାମଟି ସମୁଦ୍ର ପତ୍ତନରୁ ଏକ ହଜାର ଫୁଟରେ ଅବସ୍ଥିତ ଅଟେ । ଗ୍ରାମବାସୀଙ୍କୁ ମୌଳିକ ସେବା ପ୍ରଦାନ ସହ ତାଙ୍କ ମୁହଁରେ ତାଙ୍କ ସମସ୍ୟା ଶୁଣି, ତାର ସମାଧାନର ବାଟ ଫିଟାଇବା…
Read More...

ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ପଞ୍ଚାୟତ ସମିତି ସଭା ଗୃହଠାରେ ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ବେହେରାଙ୍କୁ ବିଇଓ କାର୍ଯ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୋଡ଼େନ ତହସିଲଦାରଙ୍କ ସଭାପତିତ୍ୱରେ…
Read More...

ଭରତ ଚନ୍ଦ୍ର କାଣ୍ତଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଭରତ ଚନ୍ଦ୍ର କାଣ୍ତ ଅବସର ଗ୍ରହଣ କରିଥିବା ବେଳେ ଏନେଇ ଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…
Read More...

୭୩ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଚାରା ବିତରଣ

ନୂଆପଡା, (ନିରାକାର ମେହେର) : ବିଶ୍ୱ ବନ ମହୋତ୍ସବ ଓ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସିନାପାଲି ଗୋଷ୍ଟୀ ସ୍ୱାସ୍ଥ କେନ୍ଦ୍ରରେ ଚାରା ରୋପଣ କରାଯାଇଛି । ଜୁଲାଇ ୧ରୁ ୭ ତାରିଖ ଯାଏ ସାରା ବିଶ୍ୱରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ନୂଆପଡା ଜିଲ୍ଲା ସିନାପାଲି ରେଂଜ…
Read More...

ସିନାପାଲି ହାଇସ୍କୁଲରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

ନୂଆପଡା, (ନିରାକାର ମେହେର) : ସିନାପାଲି ନୋଡ଼ାଲ ହାଇସ୍କୁଲର ବରିଷ୍ଠ ଶିକ୍ଷକ ଚଂଦ୍ରଶେଖର ନାଏକ ଅବସର ଗ୍ରହଣ କରିଥିବା ବେଳେ ଗତକାଲି ସ୍କୁଲ ତରଫରୁ ତାଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ପରିଦର୍ଶନ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତ ବୁଧବାର ଦିନ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ସିନାପାଲି ଗସ୍ତରେ ଆସିଥିବା ବେଳେ…
Read More...