ଶ୍ରାବଣର ଶେଷ ସୋମବାର : ରାସ୍ତାରେ ଗଡି ଗଡି ମନ୍ଦିରରେ ପହଞ୍ଚିଲେ କାଉଡିଆ
ନୂଆପଡା, (ନିରାକାର ମେହେର) : ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ନୂଆପଡା ଜିଲ୍ଲାର ସମସ୍ତ ଶୈବପୀଠ । ନୂଆପଡା କାପସି ଗାଁରେ କାଉଡିଆମାନେ ରାସ୍ତାରେ ଗଡିଗଡି ମନ୍ଦିରରେ ପହଞ୍ଚିଛନ୍ତି । ଶେଷ ସୋମବାରରେ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପାଇଁ ଲାଗିଥିଲା କାଉଡିଆଙ୍କ ଭିଡ ।!-->…
Read More...
Read More...