Browsing Tag

news of world

ତାଲିବାନ ଓ ଆଫ୍‌ଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷ : କୁନି ପୁଅ କହୁଛି, ଡାଡ଼ି.. ଡାଡ଼ି… ଆମେ ମରିଯିବା କି ?

କାବୁଲ : ୨୫ ବର୍ଷୀୟ ଗୁଲ ମହମ୍ମଦ ମନେ ପକେଇ କହିଛନ୍ତି, କେମିତି ଭାବରେ ସେ ପୁଣି ଥରେ ଆରମ୍ଭ ହୋଇଥିବା ସଂଘର୍ଷରେ ବୋମା ବର୍ଷଣରୁ ନିଜକୁ ଓ ନିଜର ପରିବାରର ୨୫ ଜଣ ସଦସ୍ୟଙ୍କୁ ବଂଚାଇବାରେ ସକ୍ଷମ ହୋଇ ପାରିଛନ୍ତି । ଏବେ ତାଙ୍କ କୁନି ପୁଅ କହୁଛି, ଡାଡ଼ି… ଡାଡ଼ି… ଆମେ ମରିଯିବା କି ? ଛାତି…
Read More...

ଇଟାଲିରେ ପୁଣି କାୟା ବସ୍ତାର କରୁଛି କରୋନା, ସାଧାରଣରେ ଆତଙ୍କ

ମିଲାନ : ଇଟାଲିରେ ପୁଣି କାୟା ବିସ୍ତାର କରୁଛି କରୋନା । ଜନସାଧାରଣ ଆତଙ୍କିତ ହୋଇ ଉଠିଥିବା ବେଳେ ଗତକାଲି ୧୧ ହଜାର୭୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୯ ଜଣଙ୍କ କରୋନା ସଂକ୍ରମଣରେ ଜୀବନ ହାନୀ ହୋଇଥିବା ମଧ୍ୟ ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ସରକାର ପୁଣି ଲକ୍‌ ଡାଉନ୍‌…
Read More...

ଭାରତ ସୀମା ପାଖରେ ଚୀନ୍‌ର ମିସାଇଲ୍‌ ମାଡ଼ : ଥରିଲା ପାହାଡ଼

ପେଇଚିଂ : ଚୀନ୍‌ ସହ ପୂର୍ବ ଲଦ୍ଦାଖ ଅଂଚଳର ସୀମା ବିବାଦକୁ ନେଇ ଅନେକ ଥର କଥାବାର୍ତ୍ତା ପରେ ବି ଉତ୍ତେଜନା କମିବାର ନାଁ ନେଉନି । ଚୀନ୍‌ ସେନା ମାନସିକ ଚାପ ସୃଷ୍ଟି କରିବା ଚକ୍କର୍‌ରେ ଭାରତ ସୀମାକୁ ଲାଗି ଯୁଦ୍ଧାଭ୍ୟାସ ଜାରି ରଖି ମିସାଇଲ୍‌ ମାଡ଼ କରିଥିବା ବେଳେ ଥରି ଉଠିଛି ପାହାଡ଼ ।…
Read More...

ବିଶ୍ୱର ସବୁଠୁ ଅଧିକ ଘାତକ ମିସାଇଲ୍‌ ତିଆରି କଲା ଚୀନ୍‌ : ଆଖି ପିଛୁଳାକେ ରଚିବ ଧ୍ୱଂସର ତାଣ୍ଡବ

ବେଜିଂ : ସୁପର୍‌ପାୱାର୍‌ ଦୌଡ଼ରେ ଆମେରିକାକୁ ପଛରେ ପକାଇବା ପାଇଁ ସବୁବେଳେ ପ୍ରସ୍ତୁତି ଜାରି ରଖିଛି ଚୀନ୍‌ । ଚୀନ୍‌ର ଏୟାର୍‌କ୍ରାଫ୍ଟ କେରିଅର୍‌ରେ ମୁତୟନ ବିମାନ ଏଚ୍‌-୬ଏନ୍‌ ସବୁଠୁ ଅଧିକ ଘାତକ ମିସାଇଲ୍‌ ବାହକ ବୋଲି ରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଚ୍‌-୬ଏନ୍‌ ଫାଇଟର୍‌…
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି : ଇମ୍‌ରାନ୍‌ ଖାନ୍‌

ଇସ୍‌ଲାମାବାଦ୍‌ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫ୍‌ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷା କହୁଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ ବୋବାଲ୍‌ କରିଛନ୍ତି । ସୂଚନା ଅନୁସାରେ ନୱାଜ୍‌ ସରିଫ୍‌ ଦେଶର ସେନାଧ୍ୟକ୍ଷ ଜେନେରାଲ କମର ଜାୱେଦ…
Read More...

କୋଭିଡ-୧୯ ଚିକିତ୍ସାରେ ପ୍ରଭାବୀ ନୁହେଁ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌ ଏବଂ ରେମ୍‌ଡେ଼ସିବିର୍‌ : ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରେମ୍‌ଡେ଼ସିବିର୍‌ ଓ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକ୍ୟୁ) ସହ ଚାରୋଟି ଔଷଧକୁ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଖୁବ୍‌ କମ୍‌ ପ୍ରଭାବୀ ବୋଲି କୁହାଯାଇଛି । ଏ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିସ୍ତୃତ…
Read More...

ଇରାନୀ ଜେନେରାଲ୍‌ଙ୍କ ଆମେରିକାକୁ ଧମକ୍‌ : କସିମ୍‌ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ଖୁବ୍‌ ଶୀଘ୍ର ନିଆଯିବ

ତେହେରାନ୍‌ : ଅଜର୍‌ବଇଜାନ୍‌ ଓ ଅର୍ମିନିଆ ମଧ୍ୟରେ ଘନଘୋର୍‌ ଯୁଦ୍ଧ ଚାଲିଛି । ମୃତାହତ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନି । ବଢ଼ି ବଢ଼ି ଚାଲିଛି । ଏବେ ଇରାନ୍‌ର ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରୀ ଗାଡର଼୍ କାର୍ପ୍ସ କୁଏତ୍‌…
Read More...

୩ ବର୍ଷର ଝିଅ ବାପାଙ୍କ ମୁଣ୍ଡରେ ଚଳେଇଦେଲା ଗୁଳି

ଟେନେସି : ଆମେରିକାର ଟେନେସିରେ ୩ ବର୍ଷର ଝିଅ କାର୍‌ ଭିତରେ ନିଜର ବାପାଙ୍କୁ ଗୁଳି କରିଥିବା ଅଭିଯୋଗ ଅଣାଯାଇଛି । ପୋଲିସ ଏହି ମାମଲାରେ କାର୍‌ରେ ଝିଅ ସହ ବସିଥିବା ମୃତକଙ୍କ ବନ୍ଧୁଙ୍କ ଉପରେ ଅଭିଯୋଗ ଲଗାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ଜାଣିଶୁଣି ଦୋସ୍ତଙ୍କ ହତ୍ୟା…
Read More...

୧୯ ଦିନରେ ପହଂଚିଲା ସଂଘର୍ଷ : ଅଜରବେଇଜାନ୍‌ ରାଷ୍ଟ୍ରପତିଙ୍କ ଆର୍ମିନିଆକୁ ଖୋଲାଖୋଲି ଚେତାବନୀ

ବାକୁ : ନାଙ୍ଗୋନୋ-କାରାବାଖ୍‌ ଅଂଚଳ ପାଇଁ ଅଜର୍‌ବେଇଜାନ୍‌ ଏବଂ ଆର୍ମିନିଆ ମଧ୍ୟରେ ଗତ ୧୯ ଦିନ ହେଲା ଯୁଦ୍ଧ ଚାଲିଛି । ଦିନକୁ ଦିନ ଆହୁରି ଭୟଙ୍କର ରୂପ ଧାରଣ କରୁଛି ଯୁଦ୍ଧ । ଆଜି କିଛି ସମୟ ପୂର୍ବରୁ ଅଜର୍‌ବେଇଜାନ୍‌ ରାଷ୍ଟ୍ରପତି ଇଲ୍‌ହାମ୍‌ ଆଲିୟେବ୍‌ ଟ୍ୱିଟ୍‌ କରି ଖେଲାଖୋଲି ଭାବେ…
Read More...

ବିସିଜି ଟୀକା କ’ଣ ବଂଚାଇ ପାରିବ କରୋନା ଭାଇରସ୍‌ରୁ ?

ଲଣ୍ଡନ : ବ୍ରିଟେନ୍‌ର ବୈଜ୍ଞାନିକମାନେ ଏକ ପରୀକ୍ଷଣ ଆରମ୍ଭ କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଯେ ବିସିଜି ଭେକ୍‌ସିନ୍‌ ଦ୍ୱାରା କରୋନା ସଂକ୍ରମିତଙ୍କ ଜୀବନ ବଂଚା ଯାଇ ପାରିବ । ‘ୟୁନିଭର୍‌ସିଟି ଅଫ୍‌ ଏକ୍‌ସେଟର’ରେ ଚାଲିଥିବା ଭେକ୍‌ସିନ୍‌ ଟ୍ରାଏଲ୍‌ରେ ପ୍ରାୟ ୧୦୦୦ ଲୋକ ଅଂଶଗ୍ରହଣ କରିବାର…
Read More...