Browsing Tag

news of india

ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ ପରେ କିଛି ସାକାରାତ୍ମକ ସଂକେତ ଆସୁଥିବା କୁହାଯାଉଛି । ଏବେ ସୀମାରେ ସେନା ସଂଖ୍ୟା ବଢ଼ା ନଯିବା ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି । ତେବେ ଗତ ସୋମବାର ଦିନ ଦୀର୍ଘ ୧୪ ଘଂଟା ପର୍ଯ୍ୟନ୍ତ ଚାଲିଥିବା
Read More...

କୃଷି ବିଲ୍‌ ପାଇଁ ଆଜି ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା

ନୂଆଦିଲ୍ଲୀ : କୃଷି ବିଲ୍‌କୁ ନେଇ ଆଜି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ବିରୋଧୀ ନେତାମାନେ । ବିରୋଧୀ ଦଳ ନେତା, ଯେଉଁମାନେ ଗତକାଲି ରାଜ୍ୟସଭାରୁ ବହିସ୍କୃତ ହୋଇଥିଲେ, ସେମାନେ ଆଜି ସଦନରେ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ବୈଠକ
Read More...

ଟାଇମ୍‌ ଦ୍ୱାରା ଜାରି ହେଲା ବିଶ୍ୱର ସବୁଠୁ ଅଧିକ ପ୍ରଭାବଶାଳୀ ନେତାଙ୍କ ତାଲିକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି…

ନୂଆଦିଲ୍ଲୀ : ବିଶ୍ୱର ପ୍ରତିଷ୍ଠିତ ମେଗାଜିନ୍‌ ‘ଟାଇମ୍‌’ ୨୦୨୦ର ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ପ୍ରତ୍ୟେକ ବର୍ଷ ଏହି ତାଲିକା ଜାରି ହେଉଥିବା ବେଳେ ଏଥିରେ ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ସାମିଲ୍‌ କରାଯାଇଥାଏ । ତେବେ ବିଶ୍ୱର ସବୁଠୁ ଅଧିକ
Read More...

ଆଜମଗଡ଼ରେ ହେଲିକ୍ୟାପ୍‌ଟର୍‌ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍‌ ମୃତ, ଜଣେ ଆହତ

ଲଖ୍‌ନଉ : ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଏକ ହେଲିକ୍ୟାପଟର୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଶିକ୍ଷାର୍ଥୀ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ହେଲିକ୍ୟାପ୍‌ଟର୍‌ରେ ୪ ଜଣ ବସିଥିଲେ । ପୋଲିସ ଏବଂ ସ୍ଥାନୀୟ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଂଚି
Read More...

ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଲା : ଜାମିନ ଯାଚିକା ଉପରେ କାଲି ହେବ ହାଇକୋର୍ଟ…

ମୁମ୍ବାଇ : ବହୁଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାର ଡ୍ରଗ୍ସ ଏଙ୍ଗଲ୍‌ରୁ ତଦନ୍ତ କରୁଥିବା ନାର୍‌କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ରିୟାଙ୍କୁ ୯ ସେପ୍ଟମ୍ବରରେ ଗିରଫ୍‌ କରିଥିବା ବେଳେ ରିୟାଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଯାଇଛି । ଏବେ ତାଙ୍କୁ ଜେଲ୍‌ରେ ହିଁ ରହିବାକୁ
Read More...

ଜାଣନ୍ତୁ, କେଉଁ ଦେଶକୁ କେବେ ମିଳିବ କରୋନା ଭେକ୍‌ସିନ୍‌

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ୍‌ର ଭେକ୍‌ସିନ୍‌ ବିତରଣ ପାଇଁ ଯୋଜନା ଘୋଷଣା କରିଦେଇଛି । ବିଭିନ୍ନ ଦେଶକୁ ଠିକ୍‌ ସମୟରେ ଭେକ୍‌ସିନ୍‌ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋବେକ୍ସକୁ ଲଂଚ କରିଛି । କୋବେକ୍ସ ଦ୍ୱାରା ଭେକ୍‌ସିନ୍‌ ବିତରଣ ହେବ । ବର୍ତ୍ତମାନ
Read More...

ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଆଜି ଦେବେ ଏଫଆଇଆର୍‌

ମୁମ୍ବାଇ : ଜଣାଶୁଣା ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ନିକଟରେ ଯୌନ ଶୋଷଣ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ । ତେବେ ଆଜି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆର୍‌ ଦର୍ଜ କରିବେ ବୋଲି ସୂଚନା ମିଳିଛି । ଘଟଣା ସାରା ଦେଶରେ
Read More...

ଦେଶରେ ୫୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ : ୭୫୦୮୩ ନୂଆ ପଜିଟିଭ୍‌, ୧୦୫୩ ମୃତ

ନୂଆଦିଲ୍ଲ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷରୁ ଅଧିକ ହୋଇଥିବା ବେଳେ ଗତ ୨୪ ଘଂଟାରେ ୭୫୦୮୩ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଗତ ୨୪ ଘଂଟାରେ ୧୦୫୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ
Read More...

ରାତିସାରା ସଂସଦ ସମ୍ମୁଖରେ ଧାରଣା ଦେବେ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବୋଶନରେ ୮ ଜଣ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ଏହାପରେ ନିଲମ୍ବିତ ସାଂସଦମାନେ ସଂସଦର ଗାନ୍ଧୀ ପ୍ରତିମା ସାମ୍ନାରେ ଧାରଣାରେ ବସିଛନ୍ତି । ନିଲମ୍ବିତ ସାଂସଦଙ୍କ କହିବା ଅନୁସାରେ ସେମାନେ ସାରା ରାତି ଧାରଣାରେ ବସିବେ ଏବଂ ସେତେବେଳ ପର୍ଯ୍ୟନ୍ତ
Read More...

ଦେଶର କିଛି ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ଆଜିଠୁ ଦେଶରେ କିଛି ରାଜ୍ୟରେ ସ୍କୁଲ ପୁଣି ଖୋଲିଛି । ଶିକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଯାଏଁ କ୍ଲାସ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ସ୍କୁଲ ଖୋଲାଯିବାକୁ ଅନୁମତି ଦେଇଛନ୍ତି । ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ
Read More...