Browsing Tag

news of india

ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ : ବେହାଲ୍‌ ଜନଜୀବନ

ନୂଆଦିଲ୍ଲୀ : ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ । ବେହାଲ୍‌ ହେଲାଣି ଜନଜୀବନ । ଦେଶରେ କରୋନା ସଂକ୍ରମଣର ଏକ୍‌ଟିଭ୍‌ ସଂଖ୍ୟା ଲଗାତାର ୬ ଦିନ ଧରି କମ୍‌ ରହିଥିଲେ ବି ଆଜି ପୁଣି ତେଜିଥିବାର ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟାରେ କରୋନାରେ ସୁସ୍ଥ ହେବାର ଲୋକଙ୍କ ସଂଖ୍ୟା କମ୍‌ ରହିଛି ଏବଂ
Read More...

୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ : ଜାଣନ୍ତୁ, କେଉଁ ଦେଶ ଦାବୀ କରୁଛି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଖୁବ୍‌ ତୀବ୍ରବେଗରେ ବଢ଼ୁଛି । ଏଭଳି ସମୟରେ ଚୀନ୍‌ର ଏକ ଔଷଧ କଂପାନୀ ଦାବୀ କରିଛି ଯେ, ୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ । ଆମେରିକା ସହିତ ବିଶ୍ୱର ସମସ୍ତ ଦେଶରେ ଏହି ଭ୍ୟାକ୍‌ସିନ୍‌ ବିତରଣ
Read More...

କୃଷି ବିଲ୍‌ ବିରୁଦ୍ଧରେ ରାଜରାସ୍ତାରେ କୃଷକ : ବିଭିନ୍ନ ବିରୋଧୀ ସଂଗଠନ ଦ୍ୱାରା ଆଜି ସାରା ଦେଶରେ ଚାଲିଛି ଚକାଜାମ୍‌…

ନୂଆଦିଲ୍ଲୀ : କୃଷକଙ୍କୁ ନେଇ ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଲ୍‌ ଉପରେ ସଂଗ୍ରାମ ଜାରି ରହିଛି । ଭାରତୀୟ କିଷାନ୍‌ ୟୁନିଅନ୍‌ ସହ ବିଭିନ୍ନ କୃଷକ ସଂଗଠନ ଆଜି ସାରା ଦେଶରେ ଚକାଜାମ୍‌ ଡାକରା ଦେଇଛନ୍ତି । ଏଥିରେ ୩୧ଟି ସଂଗଠନ ସାମିଲ୍‌ ରହିଛନ୍ତି । ତେବେ କୃଷକ ସଂଗଠନ ମାନଙ୍କୁ
Read More...

ବୟସ ଉପଯୋଗୀ ଫିଟ୍‌ନେସ ପ୍ରୋଟକଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

• ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ନେସ ଉତ୍ସାହୀଙ୍କ ସହ ମତ ବିନିମୟ• ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ପ୍ରତ୍ୟେକ ବୟସ ବର୍ଗର ଫିଟ୍‌ନେସ ଉପରେ ଗୁରୁତ୍ୱ ଦେଉଛି ଏବଂ ଫିଟ୍‌ନେସ ରକ୍ଷା କ୍ଷେତ୍ରରେ ନବଦିଗନ୍ତ ସୃଷ୍ଟି କରିଛି : ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,
Read More...

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟର ଶୋକ

● ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନାନୂଆଦିଲ୍ଲୀ, (ପିଆଇବି) : ସେପ୍ଟେମ୍ବର ୨୩, ୨୦୨୦ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟ ଶୋକ ବ୍ୟକ୍ତ କରିଛନ୍ତି ।ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ
Read More...

ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଏବେ ସହରରେ ଲାଗିବ ପୋଷ୍ଟର : ଯୋଗୀ ସରକାରଙ୍କ ନିଷ୍ପତ୍ତି

ଲଖ୍‌ନଉ : ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତର ପ୍ରଦେଶରେ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ ମାମଲା ସାମ୍ନାକୁ ଆସିବା ପରେ ଏହି ମାମଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଉପରେ
Read More...

ଫିଟ୍‌ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ମନ୍ତ୍ର : ‘ଫିଟ୍‌ନେସ୍‌ କି ଡୋଜ୍‌, ଆଧା ଘଂଟା ରୋଜ୍‌’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍‌ ଲାଇନ୍‌ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ଅବସରରେ ବିରାଟ କୋହଲି, ରୂଜୁତା ଦିବେକର ଭଳି କେତେକ ସୁନାମଧନ୍ୟ ବ୍ୟକ୍ତିଙ୍କ ସହ ଲାଇଭ୍‌ ଚାର୍ଟ କରିଛନ୍ତି ଏବଂ ଜନସାଧାରଣଙ୍କୁ ଫିଟ୍‌ ରହିବା ପାଇଁ ମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
Read More...

ଗତ ୨୪ ଘଂଟାରେ ଦେଶରେ ୮୬,୫୦୮ ଜଣ ଆକ୍ରାନ୍ତ : ୧୧୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୭ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏହି ସଂକ୍ରମଣରେ ୯୧ ହଜାରରୁ ଅଧିକ ଲୋକଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଛି । ସାରା ବିଶ୍ୱରେ ଆମେରିକା ପରେ ଭାରତରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ତଥାପି
Read More...

ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସ୍‌ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଡ୍ରଗ୍ସ ଏଜେନ୍ସିର ତଦନ୍ତ ପରିସରକୁ ଟାଣି ଆଣିଲା

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୭ର ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସର ଆଧାରରେ ପଚରା ଉଚୁରା ପାଇଁ ଡକା ଯାଇଥିଲା । ଏହି ଚାଟ୍‌ସ୍‌ ଟେଲେଣ୍ଟ ଏଜେଣ୍ଟ ଜୟା ସାହାଙ୍କ ମୋବାଇଲ୍‌ ଫୋନ୍‌ରୁ ମିଳିଥିବା ସୂଚନାରେ କୁହାଯାଇଛି । ଏହାକୁ ନେଇ ସୁଶାନ୍ତ ସିଂହ
Read More...

ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ

ନୂଆଦିଲ୍ଲୀ : ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ ହେଉଥିବା ଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ଏ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଅକ୍ସିଜେନ୍‌ର ଅଭାବ ନାହିଁ । କିନ୍ତୁ କିଛି ସପ୍ଲାଅର୍‌ଙ୍କୁ କୁହାଯାଇଛି ଯେ, ରାଜସ୍ଥାନକୁ ପ୍ରଥମେ
Read More...