Browsing Tag

news of india

ଭାରତର କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ନିଜର ମନ୍ କୀ ବାତ୍ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କୋଭିଡ-୧୯ ସଙ୍କଟ ସମୟରେ ଦେଶର କୃଷକମାନେ ଅସାଧାରଣ ସହନଶୀଳତାର ପ୍ରଦର୍ଶନ କରିଛନ୍ତି।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି କୃଷି କ୍ଷେତ୍ର ସୁଦୃଢ଼ ରହିବ ତା’ହେଲେ ଆତ୍ମନିର୍ଭର ଭାରତର
Read More...

ଏଥର ଜିଓ ଏବଂ ଏୟାରଟେଲ୍‌ ସହ ଟକ୍କର ଦେଇ ପାରେ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଳୀ : ବିଏସ୍‌ଏନ୍‌ଏଲ୍‌ ୪ଟି ନୂଆ ବ୍ରଡ୍‌ବ୍ୟାଣ୍ଡ ପ୍ଳାନ୍‌ ଲଂଚ କରିଛି, ଯେଉଁଟାକି ଜିଓ ଏବଂ ଏୟାରଟେଲ୍‌କୁ ଟକ୍କର ଦେବ ବୋଲି ଚାରିଆଡେ ର୍ଚଚ୍ଚା ହେଉଛି । ୪ଟି ପ୍ଲାନ୍‌ ଯଥାକ୍ରମେ ୪୪୯ଟଙ୍କା, ୭୭୯ ଟଙ୍କା, ୯୯୯ ଟଙ୍କା, ୧୪୯୯ ଟଙ୍କା ରହିଛି । କମ୍ପାନୀ ଏସବୁ ପ୍ଳାନ୍‌ରେ
Read More...

ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ କଲେ ହସ୍ତାକ୍ଷର

ନୂଆଦିଲ୍ଲୀ : ୧୮ଟି ବିରୋଧୀ ପାର୍ଟି କୃଷି ବିଲ୍‌ ପାସ୍‌ କରାଇବାର ସରକାରଙ୍କ ପ୍ରକ୍ରିୟାକୁ ‘ଲୋକତନ୍ତ୍ରର ହତ୍ୟା’ ବୋଲି ଉଲ୍ଲେଖ କରି ଏହି ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ
Read More...

ମାଦକ ଦ୍ରବ୍ୟ ସେବନ କରେନି କି ଅପପ୍ରଚାର ମଧ୍ୟ କରେନି ବୋଲି କହିଲେ କରଣ ଜୋହର

ମୁମ୍ବାଇ : କେବେ ବି ମୁଁ ମାଦକ ଦ୍ରବ୍ୟ ସେବନ କରେ ନି କି ଏହାର ଅପପ୍ରଚାର ମଧ୍ୟ କରେନି ବୋଲି ନିଜର ଟ୍ୱିଟର ଏକାଉଣ୍ଟରେ ଶୁକ୍ରବାର ଦିନ ପୋଷ୍ଟ କରି ଡ୍ରଗ୍ସ ସହ ମୋର କୋ÷ଣସି ଲିଙ୍କ୍‌ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଚଳଚ୍ଚିତ୍ର ର୍ନିମାତା କରଣ ଜୋହର । ସୂଚନାଯୋଗ୍ୟ ଯେ କରଣଙ୍କ ଏକ
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହ(୮୨)ଙ୍କ ପରଲୋକ ହୋଇଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ୨୫ ଜୁନ୍‌ରେ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମଲ୍‌ଟି ଅର୍ଗାନ୍‌ ଡିସ୍‌ଫକ୍ସନ ସିଣ୍ଡ୍ରୋମ ସହ ସେପ୍‌ସିସ୍‌ର ଚିକିତ୍ସା ଚାଲିଥିଲା
Read More...

ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କଲେ ସାରା : କହିଲେ, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି

ମୁମ୍ବାଇ : ଅଭିନେତ୍ରୀ ସାରା ଅଲି ଖାନ ଏନ୍‌ସିବିର ପଚରା ଉଚରା ବେଳେ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି । ଶ୍ରଦ୍ଧା କପୁରଙ୍କ ଭଳି ସାରା ମଧ୍ୟ ନିଜକୁ ଡ୍ରଗ୍ସ ବିବାଦରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଛନ୍ତି । ଏନ୍‌ସିବି
Read More...

ବ୍ୟାଙ୍କ ଲୋନ୍‌ ମାମଲା : ଅନୀଲ ଅମ୍ବାନୀ ବ୍ରିଟେନ୍‌ ଅଦାଲତରେ କହିଲେ, ପରିବାର ଲୋକେ ସମ୍ଭାଳୁଛନ୍ତି ତାଙ୍କ ଖର୍ଚ୍ଚ

ନୂଆଦିଲ୍ଲୀ : ବ୍ୟାଙ୍କ ଲୋନ୍‌ରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତିନୋଟି ଚାଇନା ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିବା ମାମଲାରେ ନିଜ ସଂପତ୍ତିକୁ ନେଇ ବଡ଼ ଧରଣର ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ଗତକାଲି ବ୍ରିଟେନ୍‌ର ଏକ ଅଦାଲତରେ ସେ କହିଛନ୍ତି ଯେ, ତାଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ
Read More...

ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ

• ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତନୂଆଦିଲ୍ଲୀ, (ପିଆଇବି) : ଆୟକର ବିଭାଗ ପକ୍ଷରୁ ଗତକାଲିଠାରୁ ଫେସ୍‌ଲେସ୍‌ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି । ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ । କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର
Read More...

ବିହାର ବିଧାନସଭା ସାଧାରଣ ନିର୍ବାଚନ-୨୦୨୦ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, (ପିଆଇବି) : ଭାରତର ନିର୍ବାଚନ ଆୟୋଗ ଆଜି ବିହାର ବିଧାନସଭା ୨୦୨୦ ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।କାର୍ଯ୍ୟସୂଚୀ ଦେଖିବାକୁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ
Read More...

ଭାରତର ସୁସ୍ଥତା ହାରରେ ଦ୍ରୁତ ଅଭିବୃଦ୍ଧି : ୪୭.୫ ଲକ୍ଷ ଅତିକ୍ରମ କଲା

● ନୂତନ ଆରୋଗ୍ୟ ହାରର ୭୩ ପ୍ରତିଶତ ୧୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ନମୁନା ପରୀକ୍ଷଣ ସହିତ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷା ପଞ୍ଜୀକୃତ କରିଥିବା ବେଳେ ରେକର୍ଡ ସଂଖ୍ୟକ ଆରୋଗ୍ୟ ରୋଗୀଙ୍କ ଧାରା ମଧ୍ୟ
Read More...