Browsing Tag

news of india

ଆଇପିଏଲ୍‌ : ଆମ୍ପେୟାରଙ୍କ ସର୍ଟ ରନ୍‌ ଫଏସଲା ଉପରେ ଉଠିଲା ପ୍ରଶ୍ନ

ଦୁବାଇ : ଗତକାଲି ଆଇପିଏଲ୍‌ର ଦ୍ୱିତୀୟ ମୁକାବିଲା ବହୁତ ରୋମାଂଚକ ହୋଇଥିବା ବେଳେ ଫଇସଲା ହୋଇଛି ସୁପର୍‌ ଓଭର୍‌ରେ । ନିର୍ଦ୍ଧାରିତ ଓଭର୍‌ରେ ସ୍କୋର ସମାନ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ ମାତ୍‌ ଦେଲା କିଙ୍ଗ ଇଲେଭେନ୍‌ ପଞ୍ଜାବକୁ । ଅଷ୍ଟ୍ରେଲିଆର ଧୁରନ୍ଧର ମାର୍କସ୍‌ ଷ୍ଟୋଇନିସ୍‌ ରନିଂ ଓ
Read More...

ତିନି ମହଲା ବିଲ୍‌ଡିଂ ଭୁଷୁଡ଼ିଲା : ୮ ମୃତ, ଆହୁରି ଅନେକ ଫଶି ରହିଛନ୍ତି

ଥାଣେ : ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱଣ୍ଡି ସହରରେ ଗତ ରବିବାର ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ବିଲ୍‌ଡିଂ ଭୁଷୁଡ଼ି ଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକ ଆବର୍ଜନା ଭିତରେ ଦବି ଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି
Read More...

ଡ୍ରୋନ୍‌ ସାହାଯ୍ୟରେ ଉପରୁ ଅସ୍ତ୍ରଶସ୍ତ୍ର ଓ ଟଙ୍କା ପକାଇଲା ପାକିସ୍ତାନ

ଜାମ୍ମୁ : ପାକିସ୍ତାନ ଜାମ୍ମୁ କାଶ୍ମୀରର ରାଜୋରୀ ଅଂଚଳରେ ଡ୍ରୋନ୍‌ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉପରୁ ପକାଇଛି । ତେବେ ଏହି ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉଠାଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ୍‌ କରିଛି । ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଗତ କାଲି କହିଛନ୍ତି
Read More...

ଅଭିନେତ୍ରୀ ପାୟଲ ଘୋଷ ଆଣିଲେ ଯୌନ ଶୋଷଣ ଅଭିଯୋଗ

ମୁମ୍ବାଇ : ବଲିଉଡ଼୍‌ ଫିଲ୍ମମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । ସେ ସୋସିଆଲ୍‌ ମିଡ଼ିଆରେ ଏହା ସ୍ପଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ପାୟଲ ଘୋଷ ଟ୍ୱିଟ୍‌ କରିଛନ୍ତି ଯେ,
Read More...

ରୋବୋଟ୍‌ କଲା କ୍ୟାନ୍‌ସର୍‌ ସର୍ଜରୀ : ଶୀଘ୍ର ସୁସ୍ଥ ହେଲେ ରୋଗୀ

ନୂଆଦିଲ୍ଲୀ : ଏକ ରୋବୋଟ ଡାକ୍ତରଙ୍କ ତିନୋଟି ଟିମ୍‌ ସହ ମିଶି କ୍ୟାନ୍‌ସର ରୋଗୀଙ୍କ ସର୍ଜରୀ କରିଛି । ଜଣେ କ୍ୟାନ୍‌ସର୍‌ ରୋଗୀଙ୍କ ଏହିଭଳି ରୋବୋଟ ସହାୟତାରେ ସର୍ଜରୀ ଏହା ପ୍ରଥମ । ସୂଚନା ଅନୁସାରେ ଏହି ନିଆରା ପ୍ରୟୋଗ ଫଳରେ ରୋଗୀଙ୍କ ସୁସ୍ଥତା ଏକର ତୃତୀୟାଂଶ ସମୟ ସୀମା ଭିତରେ ପ୍ରାପ୍ତ
Read More...

କୃଷି ବିଲ୍‌ ଉପରେ ଅକାଳି ସାଂସଦଙ୍କ ଚେତାବନୀ : ଚାଷୀଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ : ସଂସଦରେ ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ । ସରକାର କୃଷି ସମ୍ବନ୍ଧିତ ବିଲ୍‌କୁ ରାଜ୍ୟସଭାରେ ପେସ୍‌ କରିଛନ୍ତି । କୃଷି ସହ ଜଡ଼ିତ ଦୁଇଟି ବିଲ୍‌ ଲୋକସଭାରେ ପୂର୍ବରୁ ପାସ୍‌ ହୋଇସାରିଛି । ଶିରୋମଣି ଅକାଳି ଦଳ, ଯେଉଁ ଦଳ ବିଜେପି.ର ସବୁଠୁ ପୁରୁଣା ସହଯୋଗ ଥିଲା, ସେହି ଦଳ
Read More...

ଲୋକସଭାରେ ତିନୋଟି ଶ୍ରମ ସଂହିତା ଉପସ୍ଥାପନ କଲେ ଶ୍ରୀ ଗଙ୍ଗୱାର

• ଦେଶରେ ଶ୍ରମ ସୁଧାର ଏବଂ କଲ୍ୟାଣ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ମାର୍ଗ ପ୍ରଶସ୍ତ ହେବନୂଆଦିଲ୍ଲୀ, (ପିଆଇବି) : ଶ୍ରମ ଓ ନିୟୋଜନ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତକାଲି ଲୋକସଭାରେ ତିନୋଟି ଶ୍ରମ ସଂହିତା ଉପସ୍ଥାପନ କରିଛନ୍ତି। ଏଗୁଡ଼ିକ
Read More...

ଓଡ଼ିଶା ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ସହ ଅମ୍ଳଜାନ ଉପଲବ୍ଧତା ଏବଂ ଏହାର ଉପଯୋଗ ସଂପର୍କରେ ସମୀକ୍ଷା କଲେ…

ନୂଆଦିଲ୍ଲୀ, (ପିଆଇବି) : କୋଭିଡ଼-୧୯ ମହାମାରୀର ସଫଳ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ରଣନୀତି ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ନୀତି ଆୟୋଗର ସଦସ୍ୟ
Read More...

ବିଶ୍ୱରେ ସର୍ବାଧିକ ଆରୋଗ୍ୟ ହାର ସହିତ ଆମେରିକାକୁ ପଛରେ ପକାଇ ଭାରତ ନଂ.୧

• ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨ ଲକ୍ଷ : ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟାର ୧୯%• ପୁଣିଥରେ ସର୍ବାଧିକ ସଂଖ୍ୟକ ଦୈନିକ ଆରୋଗ୍ୟ ରେକର୍ଡ• ଗତକାଲି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୯୫,୦୦୦ରୁ ଅଧିକନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ଆରୋଗ୍ୟ ମାମଲାରେ ଭାରତ ଆଜି ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ
Read More...

କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି : ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ

ମୁମ୍ବାଇ : ଜଣାଶୁଣା ଫିଲ୍ମ ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ କହିଛନ୍ତି, କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି । ‘କାର୍ଗୋ’ ଏବଂ ‘ଦ ଗାନ୍‌ ଗେମ୍‌’ ଭଳି ଡିଜିଟାଲ୍‌ ରିଲିଜ୍‌ରେ ଦର୍ଶକଙ୍କୁ ବିମୋହିତ କରିଥିବା ଫିଲ୍ମ ଅଭିନେତ୍ରୀ ଶ୍ୱେତା କହିଛନ୍ତି,
Read More...