Browsing Tag

news of india

ତାଇୱାନ୍‌କୁ କବ୍‌ଜା କରିବା ଚକ୍କରରେ ଅଛି ଚୀନ୍‌

ନୂଆଦିଲ୍ଲୀ : ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସହ ସଂପର୍କିତ ଖବରକାଗଜ ଗ୍ଲୋବାଲ୍‌ ଟାଇମ୍ସ ଖୋଲାଖୋଲି ସ୍ୱୀକାର କରିଛି ଯେ, ଚୀନ୍‌ ସେନା ତାଇୱାନ୍‌କୁ କବ୍‌ଜା କରିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଚୀନ ସରକାରଙ୍କ ମୁଖପତ୍ର ବୋଲି କୁହାଯାଉଥିବା ଏହି ଖବରକାଗଜ ଅନୁସାରେ ଗତ ଶୁକ୍ରବାର ଲଢୁଆ
Read More...

ଉଦ୍ଧତ ଚୀନ୍‌ ଧମକ୍‌ ଦେଉଛି ଆମେରିକା ଓ ତାଇୱାନକୁ

ବେଜିଂ : ଉଦ୍ଧତ ଚୀନ୍‌ ଏବେ ଧମକ୍‌ ଦେଉଛି ଆମେରିକା ଓ ତାଇୱାନ୍‌କୁ । ନିଆଁ ସହ ଖେଳ ନାହିଁ ବୋଲି ଧମକ୍‌ ଦେଇଥିବା ସୂଚନାରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ସେକ୍ରେଟାରୀ କୀଥ୍‌ କ୍ରେଚ୍‌ ତାଇୱାନ୍‌ରେ ଥିବା ସମୟରେ ଚୀନ୍‌ର ୧୮ଟି ଫାଇଟର୍‌ ଜେଟ୍‌ ତାଇୱାନ୍‌ ଆକାଶରେ ଉଡ଼ିଥିଲେ ଏବଂ
Read More...

ଲକ୍‌ ଡାଉନ୍‌ରେ ଆର୍ଥିକ ଦୁର୍ଦ୍ଦଶା ଯୋଗୁଁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ଆତ୍ମହତ୍ୟା

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଲକ୍‌ ଡାଉନ୍‌ ହେତୁ ଆର୍ଥିକ ଦୁର୍ଦ୍ଦଶାର ସାମ୍ନା କରି ଭାଙ୍ଗି ପଡ଼ିବା ସହ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଭଳି ଦୁଃଖଦ ସମାଚାର ସାରା ରାଜଧାନୀକୁ ଦୋହଳାଇ ଦେଇଛି । ସୂଚନା ଅନୁସାରେ ଆର୍ଥିକ
Read More...

ପୁଣି ହୋଇପାରେ କି ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହି କ୍ରମରେ ଇସ୍ରାଏଲ୍‌ ପୁଣି ୩ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରି ସାରିଛି । ତେବେ ଭାରତରେ ସୁସ୍ଥତା ହାର ସର୍ବାଧିକ ଥିଲେ ସୁଦ୍ଧା ସଂକ୍ରମଣକୁ ରୋକିବା କାଠିକର
Read More...

୯ ଆତଙ୍କବାଦୀ ଗିରଫ : ପଶ୍ଚିମବଙ୍ଗ ଓ କେରଳର ଅନେକ ସ୍ଥାନରେ ଚଢ଼ଉ ଜାରି

ନୂଆଦିଲ୍ଲୀ : ଆଜି ସକାଳୁ ଏନ୍‌ଆଇଏ ପକ୍ଷରୁ ଜବର୍‌ଦସ୍ତ ଚଢ଼ଉ ଜାରି ରହିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମ୍‌ର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଛି । ଚଢ଼ଉରେ
Read More...

ଚୀନ୍‌କୁ ଆମେରିକାର ବଡ଼ ଝଟ୍‌କା : ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ : ଚୀନ୍‌କୁ ଆମେରିକା ପକ୍ଷରୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି । ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚୀନ୍‌ ଆପ୍‌ ଟିକ୍‌ଟକ୍‌ ଓ ୱା-ଟାଚ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି ଟ୍ରମ୍ପ ସରକାର । ତେବେ
Read More...

ସି-ସୋର୍‌ ତଦନ୍ତ ପନ୍‌ଝାରେ ଦେବୀ ମିଶ୍ର

ଭୁବନେଶ୍ୱର : ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ ମାମଲା ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫେରିଥିବା ବେଳେ ସିବିଆଇ ତଦନ୍ତ ପନ୍‌ଝାରେ ଏବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର ଆସିଥିବା ବେଳେ ତାଙ୍କ ସରକାରୀ ତଥା ପୈତୃକ ବାସଭବନ ସହ ୮ଟି ସ୍ଥାନରେ
Read More...

ଚୀନ୍‌ ସହ ଚାଲିଥିବା ସଂଘର୍ଷରେ ଚୀନ୍‌କୁ ସହଯୋଗ କରିବାକୁ ପାକିସ୍ତାନ ଚେଷ୍ଟିତ

ନୂଆଦିଲ୍ଲୀ : କାଶ୍ମୀରରେ ପୁଲ୍‌ୱାମା ଭଳି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକୁ ଗତ ଗୁରୁବାର ଦିନ ଭାରତୀୟ ସୁରକ୍ଷା ବାହିନୀ ବିଫଳ କରିଦେଇଛି । ଭାରତୀୟ ସେନାର ଯବାନ୍‌ମାନେ ଗଦିକଲ ନିକଟସ୍ଥ କାରେବାରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କଠାରୁ ୫୨ କିଲୋଗ୍ରାମ ବିସ୍ଫୋଟକ ଜବତ କରି
Read More...

ଉତ୍ତର ପ୍ରଦେଶରେ ଏକ୍ସନ୍‌ ମୋଡ୍‌ରେ ପ୍ରିୟଙ୍କା

ଲଖ୍‌ନଉ : କଂଗ୍ରେସ ପାର୍ଟିର ଉତ୍ତର ପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବର୍ତ୍ତମାନ ନିୟମିତ ଭାବରେ ପାର୍ଟିର ନେତାମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ପ୍ରିୟଙ୍କା ପୂର୍ବରୁ ପାର୍ଟିର ୪ ସମିତିର ନେତାମାନଙ୍କ ସହ ଭର୍ଚୁଆଲ୍‌ କନ୍‌ଫରେନ୍ସ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ
Read More...

ଏମ୍‌ଏସ୍‌ପି.କୁ ନେଇ ମିଥ୍ୟା ପ୍ରଚାର ଚାଲିଛି, ସମର୍ଥନ ମୂଲ୍ୟ ପାଇଁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୃଷି ଅଧ୍ୟାଦେଶକୁ ନେଇ ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ଚାଷୀଙ୍କୁ ଭରସା ଦେଇ କହିଛନ୍ତି ଯେ, ନ୍ୟୁନତମ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ସମାପ୍ତ ହେବନାହିଁ, ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,
Read More...