Browsing Tag

news of india

ଇତିହାସ ରଚିଲେ ହରପ୍ରୀତ୍ : ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଇତିହାସ ସୃଷ୍ଟି କରିଛ‌ନ୍ତି ହରପ୍ରୀତ୍ ଏ.ଡି.ସିଂହି । ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ସେ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି । ଏଆଇ.ର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ…
Read More...

ଆଇଟିଆଇ ଅନ୍‌ଲାଇନ୍‌ ପରୀକ୍ଷା ବ‌ନ୍ଦ କରିବାକୁ ଦାବୀ କଲା ଦେଶର ଘରୋଇ ଆଇଟିଆଇ ସଂଘ

ନୂଆଦି‌ଲ୍ଲୀ : ଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ଓଡିଶା ଘରୋଇ ଆଇଟିଆଇ ସଂଘ ନେତୃତ୍ବରେ ସର୍ବଭାରତୀୟ ଘରୋଇ ଆଇଟିଆଇ ଗୁଡ଼ିକୁ ନେଇ ଅନ୍‌ଲାଇନ୍‌ ପରୀକ୍ଷାକୁ ବ‌ନ୍ଦ କରିବା ପାଇଁ ଏକ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦିଆଯିବା ସହ ବିଭାଗୀୟ ମନ୍ତ୍ରୀ ମହେନ୍ଦ୍ରନାଥ ପଣ୍ଡେଙ୍କୁ ଏକ ଦାବୀ ପତ୍ର…
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟର କେୱଡିଆଠାରେ ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି । ୧୭ ଏକର ପରିମିତ…
Read More...

ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ମିଳିତ ଜାତିସଙ୍ଘରେ ଅଧିସୂଚିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟ ଉନ୍ମୋଚିତ• କେୱଡିଆ ମୋବାଇଲ ଆପ ଉନ୍ମୋଚିତ• ୟୁନିଟି ଗ୍ଲୋ ଗାର୍ଡେନ ଉଦ୍ଘାଟନ ଓ ପରିଦର୍ଶନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ…
Read More...

ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି

● ୮୫ ଦିନ ପରେ ପ୍ରଥମ ଥର କରୋନା ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଛି● ମୋଟ ପଜିଟିଭ୍ ମାମଲାର ମାତ୍ର ୭.୩୫ % ରହିଛି ସକ୍ରିୟ ମାମଲା ନୂଆଦିଲ୍ଲୀ, (ପିଆଇବି) : କୋଭିଡ ଯୁଦ୍ଧରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରାୟ ୩ ମାସ (୮୫ ଦିନ) ପରେ ଭାରତରେ ସକ୍ରିୟ…
Read More...

ଦୁଇ ମହଲା କୋଠା ଭୁଷୁଡି ପଡିଲା : ଅ‌ଳ୍ପକେ ବର୍ତ୍ତିଲା ୭୫ ଜଣ‌ଙ୍କ ଜୀବନ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଲାଗି ରହିଥିବା କଲ୍ୟାଣ ଡୋମ୍ବିଭଲିରେ ଏକ ବଡ଼ ଦୁର୍ଘଟଣାରୁ ଅ‌ଳ୍ପକେ ବର୍ତ୍ତିଯାଇଛି ୭୫ ଜଣ‌ଙ୍କ ଜୀବନ । ସୂଚନା ଅନୁସାରେ ଅକ୍ଟୋବର ୨୯ରେ ଅର୍ଥାତ୍ ଗୁରୁବାର ସକାଳେ ଡୋମ୍ବିଭଲିର କୋପର ଅଂଚଳରେ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ସେହି…
Read More...

ଦଳିତ ଗ୍ରାମସେବକଙ୍କୁ ନିଆଁରେ ଜାଳି ହତ୍ୟା

ଆମେଥି : ଉତ୍ତରପ୍ରଦେଶର ଆମେଥି ମୁନ୍‌ସିଗଜ୍ ନିକଟରେ ଥିବା ବନ୍ଦୋୟିଆ ଗ୍ରାମରେ ଘଟିଛି ଏକ ବର୍ବର ଘଟଣା । ଜଣେ ଗ୍ରାମସେବକଙ୍କ ଅଧାଜଳା ମୃତଦେହ ଘର ଭିତରୁ ମିଳିଥିବା ସୂଚନାରେ କୁହାଯାଇଛି । ଘର ପାଖ ଲୋକମାନେ ଗ୍ରାମସେବକଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତି କରାଇଥିବା ବେଳେ ସେଠି…
Read More...

ପାକିସ୍ତାନ ମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିଜେପି ଟାର୍ଗେଟ କଲା କଂଗ୍ରେସକୁ : ପାକ୍ ସ୍ୱୀକାର କରିଛି, ଏବେ କଂଗ୍ରେସ…

ନୂଆଦିଲ୍ଲୀ : ଗତ ବର୍ଷ ପୁଲୱାମା ଆକ୍ରମଣ ସଂପର୍କରେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ତାଙ୍କ ଦେଶର ଭୂମିକା ସ୍ୱୀକାର କରିବାର ଗୋଟିଏ ଦିନ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଦିନ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…
Read More...

ନୂତନ ଭାରତ ବଜାର ଶକ୍ତି ଉପରେ ନିର୍ଭର କରେ, ଏହା ଏବେ ନିବେଶର ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀ ହେବ :…

ନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ବିରୋଧରେ ଭାରତ ସାତ ମାସ ଧରି ସଂଗ୍ରାମ ଜାରି ରଖିଆସିଛି । ଗତ ମାର୍ଚ୍ଚ ମାସରେ ପ୍ରଥମେ ଲକଡାଉନ୍ ଘୋଷଣା କରାଯାଇଥିଲା।ପ୍ରଧାନମନ୍ତ୍ରୀ କହିଛ‌ନ୍ତି ଯେ, ମୁଁ ଦୃଢ଼ ନିଶ୍ଚିତ ଏକଥାରେ ଆମେ ସଭିଏଁ ସହମତ ହେବା ଯେ ଏହି ଭୂତାଣୁ ସଂପର୍କରେ ପୂର୍ବରୁ…
Read More...

ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ଜାପାନ ମଧ୍ୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଓ ସହଯୋଗ ନେଇ ରାଜିନାମା (ଆଇସିଟି) ଅନୁମୋଦିତ ହୋଇଛି । ଏହାଫଳରେ ଭାରତ-ଜାପାନ…
Read More...