Browsing Tag

news of india

ଝୋଟ ସାମଗ୍ରୀରେ ବାଧ୍ୟତାମୂଳକ ପ୍ୟାକେଜିଂ ସମ୍ବନ୍ଧୀୟ ନିୟମର ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି

• ଓଡ଼ିଶା ସମେତ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ମିଳିବ ଲାଭ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି(ସିସିଇଏ) ବିଭିନ୍ନ ପ୍ରକାରର ଝୋଟ ଅଖାରେ ଶତ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି…
Read More...

କଂଗ୍ରେସ ଦଳ ଛାଡ଼ିଲେ ପୂର୍ବତନ ସାଂସଦ ଅନୁ ଟଣ୍ଡନ

ଲକ୍ଷ୍ନୌ : ଦଳର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶ ଉନ୍ନାଓର ପୂର୍ବତନ ସାଂସଦ ଅନୁ ଟଣ୍ଡନ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ରାଜ୍ୟସ୍ତରୀୟ ନେତାମାନେ ଠିକ୍‌ ଭାବେ କାର୍ୟ୍ୟ କରୁନାହାନ୍ତି ଦର୍ଶାଇ କଂଗ୍ରେସ ଦଳରୁ ସେ ଓହରି ଯାଇଥିବା ସୂଚନାରେ କୁହାଯାଇଛି । ସୂଚନା…
Read More...

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗା‌ନ୍ଧୀନଗର : ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ(୯୨)ଙ୍କ ପରଲୋକ ହୋଇଯାଇଛି । କିଛିଦିନ ଆଗରୁ ସେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ଆଜି ସକାଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା…
Read More...

ମୂର୍ତ୍ତି ବିସର୍ଜନ ବେଳେ ଗୁଳିକା‌ଣ୍ଡକୁ ନେଇ ଥାନାରେ କ୍ରୋଧିତ ଲୋକେ ଲଗାଇଲେ ନିଆଁ

ମୁଙ୍ଗେର : ବିହାରର ମୁଙ୍ଗେରରେ ମୂର୍ତ୍ତି ବିସର୍ଜନ ଘଟଣାକୁ ନେଇ ଆଜି ପୁଣି ବୋବାଲ୍‌ ହୋଇଛି । କ୍ରୋଧିତ ଲୋକେ ପୂର୍ବ ସରାୟ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆଜି ଶହ ଶହ ଯୁବକ ରାସ୍ତାରେ ଯାଇ ମୂର୍ତ୍ତି ବିସର୍ଜନ ବେଳେ ହୋଇଥିବା ହିଂସାକୁ ବିରୋଧ…
Read More...

ଅକ୍ଟୋବର ୩୧ରେ ଗୁଜରାଟର କେୱାଡିଆଠାରେ ଏକତା ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

• ସମବେତ ଜନତାଙ୍କୁ ଏକତା ଶପଥପାଠ କରାଇବା ସହ ଏକତା ଦିବସ ପରେଡରେ ଭାଗ ନେବେ ପ୍ରଧାନମନ୍ତ୍ରୀ• ଇଣ୍ଟିଗ୍ରେଟେଡ ଫାଉଣ୍ଡେସନ କୋର୍ସ ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ କରିବେ ଆଲୋଚନା• କେୱାଡିଆ ସମନ୍ୱିତ ବିକାଶ…
Read More...

ଅଧିକ କରୋନା ନମୁନା ପରୀକ୍ଷା, ପ୍ରତି ଦଶ ଲକ୍ଷ ଲୋକରେ କମ୍ ସଂଖ୍ୟକ ପଜିଟିଭ ଓ କମ୍ ମୃତ୍ୟୁ ସଂଖ୍ୟା ବଜାୟ ରଖିଥିବା ଦେଶ…

● ଦେଶରେ ଜାରି ରହିଛି କମ୍ ସଂଖ୍ୟକ ପଜିଟିଭର ଧାରା ନୂଆଦିଲ୍ଲୀ, (ପିଆଇବି) : ନିର୍ଦ୍ଦିଷ୍ଟ ରଣନୀତି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମିଳିତ ଭାବେ ଗ୍ରହଣ କରିଥିବା ମୁକାବିଲା ନୀତି ଯୋଗୁ ଭାରତ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ କମ୍ ସଂଖ୍ୟକ ପଜିଟିଭ୍ ଓ କମ୍…
Read More...

ଆପଣ ଜାଣନ୍ତି କି, କିସମିସ୍‌ ଖାଇବାରେ ଆଶ୍ଚର୍ଯ୍ୟଜନକ ଲାଭ : ଆସନ୍ତୁ ଜାଣିବା ଏହାର ଉପକାରିତା

ନୂଆଦିଲ୍ଲୀ : ପ୍ରାୟତଃ ଲୋକମାନେ ବିଶ୍ୱାସ କରନ୍ତି ଯେ ବାଦାମ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । କିନ୍ତୁ ଜାଣି ରଖନ୍ତୁ, କିସମିସ୍‌ ବି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । କିସମିସ୍‌ ମଧ୍ୟ ଏକ ସୁପରଫୁଡ୍‌ ଠାରୁ କମ୍‌ ନୁହେଁ । କିସମିସ୍‌ରେ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିଥାଏ । …
Read More...

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ : ନିଜେ ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦି‌ଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ତାଙ୍କ ସହ ଯୋଗାଯୋଗ କରିଛନ୍ତି ସେମାନେ ଯଥାଶୀଘ୍ର ସେମାନଙ୍କ କରୋନା ପରୀକ୍ଷା କରିନିଅନ୍ତୁ ।
Read More...

ଭାରତରେ ‘ଲଭ୍ ଜେହାଦ୍’ : ଧାର୍ମିକ କୁସଂସ୍କାର ବିରୋଧରେ ବିପ୍ଳବ ଆଉ କେବେ ?

ନୂଆଦିଲ୍ଲୀ : ଭାରତରେ ଏବେ ବି 'ଲଭ୍‌ ଜେହାଦ୍‌' ଭଳି କୁସଂ‌ସ୍କାର ଚାଲିଛି, ଯାହା ଅତ୍ୟ‌ନ୍ତ ପରିତାପର ବିଷୟ । ସତରେ ଯେମିତି ସମାଜକୁ ପକ୍ଷାଘାତ ହୋଇଯାଇଛି । ଯଦି ଏଭଳି ଧାର୍ମିକ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ନହୁଏ, ହୁଏତ ଆଗାମୀ ସମୟରେ ସମୟ କାହାକୁ ବି କ୍ଷମା ଦେଇ ନପାରେ । …
Read More...

‘ଇଣ୍ଡିଆ ଏନର୍ଜି ଫୋରମ’ର ଚତୁର୍ଥ ସଂସ୍କରଣର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ : କରୋନା ପରବର୍ତ୍ତୀ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ• କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ସାଉଦିଆରବର ଉର୍ଜା ମନ୍ତ୍ରୀ, ଆମେରିକାର ଉର୍ଜାସଚିବ ଏବଂ ବିଶ୍ୱର ପ୍ରମୁଖ ଶିଳ୍ପ ସିଇଓ• ଦ୍ୱିତୀୟ ଦିନରେ ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡା. ଡାନିଏଲ୍‌ ୟରଗେନଙ୍କ ଲିଖିତ…
Read More...