Browsing Tag

news of india

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ୨୦୧୩ରୁ ୪.୩୯ କୋଟି ନକଲି ରାସନ କାର୍ଡ ହୋଇଛି…

● ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ
Read More...

ଖୁସିର ଖବର : ମହାରାଷ୍ଟ୍ରରେ ଖୋଲିଗଲା ସିନେମା ହଲ୍‌

ମୁ‌ମ୍ବାଇ : ଦୀର୍ଘ ୮ ମାସ ପରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ମହାରାଷ୍ଟ୍ରରେ ଶୁକ୍ରାବାରଠାରୁ ସମସ୍ତ ସିନେମା ହଲ୍‌ ଖୋଲିଛି । କୋଭିଡ ନିୟମକୁ ପାଳନ କରି ଦର୍ଶକ ଏବେ ହଲ୍‌ରେ ବସି ଫିଲ୍ମ ଦେଖିପାରିବେ। ତେବେ ସରକାରୀ ନିୟମ ରହିଛି, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌
Read More...

୨୭,୦୦୦ ଚାକିରୀ ଖୋଜୁଥିବା ଯୁବକଙ୍କୁ ପ୍ରତାରଣା କଲା ନକଲି ଚାକିରୀ ପୋର୍ଟାଲ : ଗୋଟିଏ ମାସରେ ୧.୦୯ କୋଟି ଟଙ୍କା ହଡ଼ପ୍

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାମରେ କାର୍ୟ୍ୟ କରୁଥିବା ଏକ ନକଲି ଚାକିରୀ ର‍୍ୟାକେଟ୍ ପ୍ରାୟ ଏକ ମାସ ମଧ୍ୟରେ ପ୍ରାୟ ୧.୦୯ କୋଟି ଟଙ୍କା ପଞ୍ଜୀକରଣ ଫି ସଂଗ୍ରହ ନାମରେ ହଡ଼ପ୍ କରିଥିବା ଜଣାପଡ଼ିଛି । ଅତି କମରେ ୨୭,୦୦୦ ଆବେଦନକାରୀଙ୍କୁ ପ୍ରତାରଣା କରିଛି ବୋଲି ଦିଲ୍ଲୀ
Read More...

ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଫୁଟିବ ନାହିଁ ବାଣ : କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ କେଜ୍ରିୱାଲ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଦୂଷଣ ଏବଂ କରୋନା ବୃଦ୍ଧି ନେଇ ଦିଲ୍ଲୀ
Read More...

ଖୋଲା ନଳକୂଅରେ ଖସି ପଡିଲା ୩ ବର୍ଷର ଶିଶୁ : ଜାରି ରହିଛି ରେସକ୍ୟୁ ଅପରେସନ୍

ଭୋପାଲ : ଖୋଲା ନଳକୂଅରେ ଜଣେ ୩ ବର୍ଷର ଶିଶୁ ଖସି ପଡ଼ିଥିବା ସୂଚନା ମିଳିଛି । ଶିଶୁକୁ ଉଦ୍ଧାର କରିବା ପାଇଁ ଜୋର୍‌ସୋର୍‌ ପ୍ରୟାସ ଚାଲିଥିବା ସୂଚନା ରହିଛି । ତେବେ ଶିଶୁକୁ ବଂଚାଇବା ପାଇଁ ସାରା ରାତି ରେସକ୍ୟୁ ଅପରେସନ୍ ଜାରି ରହିଥିଲା । ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ସେନା ପ୍ରଚେ‌ଷ୍ଟା
Read More...

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ
Read More...

୧୮୧୦ କୋଟି ଟଙ୍କା ବ୍ୟୟରେ ୨୧୦ ମେଗାୱାଟ ଯୁକ୍ତ ଲୁହରି ପ୍ରଥମ ପର୍ୟ୍ୟାୟ ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର ୨୧୦ ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସଂକ୍ରାନ୍ତ ଆର୍ଥିକ ବ୍ୟାପାର କମିଟି
Read More...

ଅର୍ଣ୍ଣବଙ୍କ ଗିରଫ ଉପରେ ଅମିତ ଶାହାଙ୍କ ମ‌ନ୍ତବ୍ୟ : କଂଗ୍ରେସ ଏବଂ ସହଯୋଗୀମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ…

ନୂଆଦିଲ୍ଲୀ : ମୁମ୍ବାଇ ପୋଲିସ ପକ୍ଷରୁ ରିପବ୍‌ବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମାଲୋଚନା କରିଛନ୍ତି । ସେ ମହାରାଷ୍ଟ୍ରର କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ ରିପବ୍ଲିକ୍ ଟିଭି ଏବଂ ଏହାର ସମ୍ପାଦକ ଅର୍ଣ୍ଣବ
Read More...

ୟୁପିର କୁଶୀନଗରରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ : ଦମ୍ପତିଙ୍କ ସମେତ ୪ ମୃତ୍ୟୁ, ୧୨ ଆହତ

କୁଶୀନଗର : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବୁଧବାର ସକାଳେ କୁଶୀନଗରର କପ୍‌ତାନ୍‌ଗଂଜ ଅଂଚଳରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହେତୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ
Read More...

ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ
Read More...