୨୭,୦୦୦ ଚାକିରୀ ଖୋଜୁଥିବା ଯୁବକଙ୍କୁ ପ୍ରତାରଣା କଲା ନକଲି ଚାକିରୀ ପୋର୍ଟାଲ : ଗୋଟିଏ ମାସରେ ୧.୦୯ କୋଟି ଟଙ୍କା ହଡ଼ପ୍

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାମରେ କାର୍ୟ୍ୟ କରୁଥିବା ଏକ ନକଲି ଚାକିରୀ ର‍୍ୟାକେଟ୍ ପ୍ରାୟ ଏକ ମାସ ମଧ୍ୟରେ ପ୍ରାୟ ୧.୦୯ କୋଟି ଟଙ୍କା ପଞ୍ଜୀକରଣ ଫି ସଂଗ୍ରହ ନାମରେ ହଡ଼ପ୍ କରିଥିବା ଜଣାପଡ଼ିଛି । ଅତି କମରେ ୨୭,୦୦୦ ଆବେଦନକାରୀଙ୍କୁ ପ୍ରତାରଣା କରିଛି ବୋଲି ଦିଲ୍ଲୀ ପୋଲିସର ସାଇବର ସେଲ୍ ଗୁରୁବାର ଦିନ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ କହିଛି ।

Leave A Reply

Your email address will not be published.