ରନ୍ଧାମଦ ସହ ବାଇକ୍ ଜବତ : ଅଭିଯୁକ୍ତକୁ କୋର୍ଟ ଚାଲାଣ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଆଜି ରନ୍ଧାମଦ ସହ ବାଇକ୍ ଜବତ ହୋଇଛି । ଏହା ସହିତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମ. ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗ୍ରାମର ମଗସିର ବାଗ ୨୦ ଲିଟର ବେଆଇନ୍ ରନ୍ଧାମଦ ନେଇ!-->…
Read More...
Read More...