Browsing Tag

m.rampur news

ଲାହାଡି ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍‌ରେ ଅଘଟଣ : ଯୁବକ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଲାହାଡ଼ି ଗ୍ରାମ ନିକଟ ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍‌ରେ ଅଘଟଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କ୍ୟାମ୍ପରେ ଥିବା ପେଟି ଠିକାଦାର…
Read More...

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘର ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଡ୍ରାଇଭର ମହାସଂଘର ଶାଖା ନର୍ଲା ନିର୍ବାଚନ ମଣ୍ଡଳୀ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କୁ ଦଶ ଦଫା ଦାବୀ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ଡ୍ରାଇଭର ଲାଇସେନ୍ସ ପାଇଁ ଧାର୍ଯ୍ୟ ମୂଲ୍ୟ କମ୍ କରିବା, ଡ୍ରାଇଭରଙ୍କୁ…
Read More...

ଆଶ୍ରମର ୩୦ତମ ପ୍ରତିଷ୍ଠା ଦିବସ ପାଳନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଶ୍ରୀ ରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ପୂଜ୍ୟ ଶ୍ରୀମଦ୍ ସ୍ୱାମୀ ବୈରାଗ୍ୟନନ୍ଦ ଜୀ ମହାରାଜଙ୍କର ୨ୟ ପବିତ୍ର ମହାପ୍ରୟାଣ ତଥା ଶ୍ରୀ ରାମକୃଷ୍ଣ ଆଶ୍ରମର ୩୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ମୋଟଗଣ୍ଡା ଆଶ୍ରମ ପରିସରରେ…
Read More...

ବର୍ଷା ବିତ୍ପାତ, ଗଛ ସହ ବିଦ୍ୟୁତ ଖମ୍ବ ଭାଙ୍ଗିଲା

ମ.ରାମପୁର, (ହେମନ୍ତ ସାହୁ) : ବର୍ଷା ଆରମ୍ଭରୁ ବିତ୍ପାତ ଆରମ୍ଭ । ବର୍ଷା ସହ ପବନ ଯୋଗୁଁ ଗଛ ଓ ବିଦ୍ୟୁତ୍‌ ଖମ୍ବ ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଛି । ଘର ଉପରେ ପଡ଼ିଛି ଗଛ ଓ ରାସ୍ତାରେ ବି । ବିଦ୍ୟୁତ ଖମ୍ବ ମଧ୍ୟ ଭାଙ୍ଗି ପଡ଼ିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ…
Read More...

ମ.ରାମପୁରରେ ଦେବ ସ୍ନାନ ପୂର୍ଣ୍ଣିମା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ପୂଜକ ଅଶୋକ କୁମାର ତ୍ରିପାଠୀ ନୀତି କାନ୍ତି ସହ ପୂଜା କରିଥିଲେ । ହିରେନ୍ଦ୍ର ପ୍ରତାପ ସିଂ ଦେଓ ସହଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ…
Read More...

ସ୍ୱଶାସନ ଅଭିଯାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଥିବା ସେବାଜଗତ ଠାରେ ଭାରତ ସ୍ୱଶାସନ ଅଭିଯାନର ରାଷ୍ଟ୍ରୀୟ ସ୍ତରର ସଦସ୍ୟମାନଙ୍କୁ ନେଇ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ରାଷ୍ଟ୍ରୀୟ ଆବାହକ ଘନ ଶ୍ୟାମଙ୍କ ଅଧ୍ୟକ୍ଷତାରେ ରଙ୍ଗାପଦର୍ ତାଲିମ୍…
Read More...

ମ. ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ ନେଇ ଆଦିବାସୀ ମିଳିତ ସଂଗ୍ରାମ ମଞ୍ଚର ଦାବୀପତ୍ର ପ୍ରଦାନ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ରାଜସ୍ୱ ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ରଖିଥିବା ବେଳେ ଏ ନେଇ ଦୀର୍ଘ ବର୍ଷ ଧରି ବିଭିନ୍ନ ସଙ୍ଗଠନ ତରଫରୁ ଦାବୀ ହେଉଛି । ଆଜି ମଧ୍ୟ ଆଦିବାସୀ ସଂଗ୍ରାମ ମଞ୍ଚ ତତଫରୁ ଏହି ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ…
Read More...

ବ୍ଲକ୍ କଂଗ୍ରେସ୍‌ର ନୂତନ କର୍ମକର୍ତ୍ତା ନିର୍ବାଚିତ : ରୁଦ୍ର ପ୍ରତାପ ସିଂ ସଭାପତି, କିଶୋର ମହନନ୍ଦ୍ ସାଧାରଣ ସମ୍ପାଦକ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ବ୍ଲକ୍ ସଭାପତି ରୁଦ୍ରପ୍ରତାପ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୁଦ୍ର ପ୍ରତାପ ସିଂ ସଭାପତି, ପଦ୍ମଲୋଚନ ସାହୁ ଓ ପ୍ରକାଶ ରଣା ଉପସଭାପତି, କିଶୋର…
Read More...

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ ଅ’ପତ୍ରିକା ଓ ପେଞ୍ଜୋରାଣୀର ଉନ୍ମୋଚନ

ମ.ରାମପୁର, (ହେମନ୍ତ ସାହୁ) : ପ୍ରାକୃତିକ ପରିବେଶ ଭରା ଶାନ୍ତିବନରେ ଅ'ପତ୍ରିକା ଦ୍ୱାରା ବୈଶାଖୀ କବିତା ଆସର ଓ ପତ୍ରିକା ଉନ୍ମୋଚିତ ପର୍ବ ଯୁଗ୍ମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ହେମନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗାଦେଇ ଅନ୍‌ଲାଇନ ପତ୍ରିକାର…
Read More...

ସତ୍ୟସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ସତ୍ୟସାଇ ସେବା ସଂଗଠନ ତରଫରୁ ଆଜି ମ.ରାମପୁର ସତ୍ୟସାଇ ସେବା ସମିତିଠାରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠର କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ଦାନ…
Read More...