ମୋହନଗିରୀ ଧବଳେଶ୍ଵର ପୀଠରେ ଶିବ ବିବାହ ଉତ୍ସବ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମୋହନଗିରି ଧବଳେଶ୍ୱର ପୀଠଠାରେ ଶିବ ବିବାହ ଉତ୍ସବ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ବର ପିତା ଭାବରେ ସୁରେଶ ମିଶ୍ର ସପତ୍ନୀକ ଏଵଂ କନ୍ୟା ପିତା ଭାବରେ ବିଷ୍ଣୁ ପ୍ରସାଦ ମହାପାତ୍ର ସପତ୍ନୀକ!-->…
Read More...
Read More...