ଦାଦନର ଛାତିଥରା ଦୃଶ୍ୟ : କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ
ମ.ରାମପୁର, (ହେମନ୍ତ ସାହୁ) : ଦାଦନ ଦୁଃଖର ଅନ୍ତ ହେଉନି । ଗୋଟିଏ ପରେ ଗୋଟିଏ ଦାଦନର ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଆଉ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲଦାନା ପଞ୍ଚାୟତର ଯୁବକ ଅଶୋକ ମାଝୀ ପ୍ରାୟ ପାଞ୍ଚ ବର୍ଷ ହେଲା କେରଳ!-->…
Read More...
Read More...