pakka

ମୋହନଗିରି କୃଷି ସମବାୟ ସମିତି ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ବିଘ୍ନ ରାଜ ବିଶ୍ଵାଳ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମୋହନଗିରି କୃଷି ସମବାୟ ସମିତି ସଭାପତି ଭାବରେ ବିଘ୍ନ ରାଜ ବିଶ୍ଵାଳ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣା ଯାଇଛି । ଏହି ସମିତିର ୧୪ଜଣ ଡାଇରେକ୍ଟରଙ୍କ ସହମତି କ୍ରମେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ପ୍ରସ୍ତାବକ, ଅଶୋକ କୁମାର ପ୍ରଧାନ ଏବଂ ସମର୍ଥକ ଉପେନ୍ଦ୍ର କର୍ମୀ ରହିଥିଲେ । ନିର୍ବାଚନ ଅଧିକାରୀ ଭାବରେ ଗଜିନ୍ଦ୍ର ସାହା ରହିଥିବା ବେଳେ
ମୁଖ୍ୟ କାର୍ଯ୍ୟନିର୍ବାହୀ ଟୁକୁସେନ ଧରୁଆ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

3 − one =

error: Content is protected !!