ସମ୍ବର୍ଦ୍ଧିତ ହେଲେ ମେଧାବୀ ଛାତ୍ରୀ ଶ୍ରୀୟାଂଶି ସାହୁ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଅନୁଷ୍ଠିତ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ.ରାମପୁରର ଝିଅ ଶ୍ରୀୟାଂଶି ସାହୁ ସପ୍ତମ ଶ୍ରେଣୀର ପ୍ରାଦେଶିକ ମେଧା ବୃତ୍ତିରେ ରାଜ୍ୟରେ ଅଷ୍ଟମ ଓ ଭାରତୀ କୃଷ୍ଣ ଗଣିତ ପ୍ରତିଭାରେ ରାଜ୍ୟରେ ଦଶମ ସ୍ଥାନ!-->…
Read More...
Read More...