jsm

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ଵ

csstore

ମ.ରାମପୁର, (ହେମନ୍ତ ସାହୁ) : ନିକଟରେ ପ୍ରକାଶ ପାଇଥିବା ସିବିଏସ୍‌ଇ ପରୀକ୍ଷା ଫଳରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁରରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶହେ ଶତକଡା ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବିଦ୍ୟାଳୟରେ ୯୨.୪ ରଖି ଦୀପିକା ଧଙ୍ଗଡା ମାଝୀ ପ୍ରଥମ, ୯୧ ଶତକଡା ରଖି କାର୍ତିକେଶ୍ୱର ସ୍ୱାଇଁ ଦ୍ଵିତୀୟ ଏବଂ ୮୨.୨ ଶତକଡା ମାର୍କ ରଖି କୈବଲ୍ୟ ସାହୁ ତୃତୀୟ ସ୍ଥାନରେ ରହିଥିବା ନେଇ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଙ୍କିର୍ତ୍ତନ ବେହେରା ସୂଚନା ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.