Browsing Tag

khaprakhol news

ଘରକୁ ଫେରୁଥିବା ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ଖଇରାପଡ଼ାର ଦାଦନ ଶ୍ରମିକଙ୍କ ମୃତଦେହ ବୁଧବାର ସକାଳେ ଗ୍ରାମରେ ପହଞ୍ଚି ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ବାବୁଲାଲ ଭୋଇ(୩୬) । ଶବ ପହଞ୍ଚିବା ପରେ ପଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ…
Read More...

ଉପାନ୍ତ ଇଲାକା ସ୍କୁଲମାନଙ୍କରେ ଶିକ୍ଷକଙ୍କ ମନମାନି : ଶିକ୍ଷା ମନ୍ଦିରରେ ମାତାଲ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ । କେତେବେଳେ ଶିକ୍ଷକ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି ତ ଆଉ କେତେବେଳେ…
Read More...

ଗଞ୍ଜେଇ ଜବତ, ଗାଡି ସହ ଜଣେ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବକାରୀ ଥାନା ତରଫରୁ ପେଟ୍ରୋଲିଙ୍ଗ ବେଳେ ପାଟଣାଗଡ଼ ଧୂମାଭଟା ରାସ୍ତା କଦଳୀମୁଣ୍ଡା ଛକ ନିକଟରୁ ଗୋଟିଏ ହୁଣ୍ଡାଇ କାର ନଂ ଓଆର୍‌ ୧୯ଜେ ୭୩୩୩ରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଗାଡି ଡ୍ରାଇଭର, କାର ଓ…
Read More...

ସୀତା ବିବାହ ସହ ଶ୍ରୀରାମ ନବମୀ ଉତ୍ସବ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଗ୍ରାମରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀରାମ ନବମୀ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ସୀତା ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଖପ୍ରାଖୋଲ ଅଂଚଳ ଉତ୍ସବ ମୁଖର ହୋଇପଡିଥିଲା । ସ୍ଥାନୀୟ ଜଗନ୍ନାଥ…
Read More...

ଅଗ୍ନିଶମ ସପ୍ତାହ ପାଳନ ଉପଲକ୍ଷେ ଜନ ସଚେତନତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରତି ବର୍ଷ ଦେଶବ୍ୟାପୀ ପାଳିତ ହେଉଛି ଅଗ୍ନିଶମ ସୁରକ୍ଷା ସପ୍ତାହ ଓ ସହୀଦ ଦିବସ ଏପ୍ରିଲ୍ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସପ୍ତାହ ପାଳନ କରାଯାଏ । ଚଳିତ ବର୍ଷର ଥିମ୍‌ ରହିଛି 'ଆଗ୍ନେୟ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ର ନିର୍ମାଣରେ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ପାଚେର ଗ୍ରାମର ଚୈତନ୍ୟ ନାଗ ଓ ଉକ୍ତ ଗ୍ରାମର ଅନିଲ ନିଆଲଙ୍କ…
Read More...

ଖପ୍ରାଖୋଲରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳୀୟ କର୍ମୀଙ୍କ ଭବ୍ୟ ସ୍ୱାଗତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସୋମବାର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଅଞ୍ଚଳ ବିଜୁ ଜନତା ଦଳର ଦଳୀୟ କର୍ମୀମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।…
Read More...

ହରିଶଙ୍କର ଛକରେ ହନୁମାନ ଜୟନ୍ତୀ ପାଳିତ : ହୋମଯଜ୍ଞ ସହ ରାମାୟଣ ପାରାୟଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଛକଠାରେ ଥିବା ହନୁମାନ ମନ୍ଦିର ପରିସରରେ ବଜରଙ୍ଗବଳି ଟ୍ରଷ୍ଟ ତରଫରୁ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପୂଜାପାଠ, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ୭ ଜଣ କର୍ତ୍ତା ସସ୍ତ୍ରିକ କାର୍ଯ୍ୟ…
Read More...

କାହା ପାଇଁ ମାଳ ମାଳ ଯୋଜନା : ବିଶୁଦ୍ଧ ପାଣି ଟୋପାଏ ପାଇଁ ସରୁନି ଗ୍ରାମବାସୀଙ୍କ ସଂଘର୍ଷ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ମାଟିଆଭଟା ଗାଁରେ ଆରମ୍ଭ ହେଲାଣି ଉତ୍କଟ ଜଳ ସମସ୍ୟା । ୨୦୨୧-୨୨ରେ ୧ କୋଟି ୮ ଲକ୍ଷ ୪୬ ହଜାର ୫୮୭ ଟଙ୍କାରେ ଆରମ୍ଭ ହୋଇଥିଲା ବସୁଧା ପ୍ରକଳ୍ପ । ସମସ୍ତ ଆନୁସଙ୍ଗିକ ଉପକରଣ ମଧ୍ୟ ଲାଗିଥିଲା । ଏପରିକି ଗାଁରେ ପାଇପ ବିଛାଇ…
Read More...

ବନବିଭାଗର ଚଢ଼ାଉରେ ଖଇର କାଠ ଜବତ : ବଡ଼ଉଡେନ ଗ୍ରାମର କାଠ ଚୋର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ତେଲେନପାଲି ଅନ୍ତର୍ଗତ ଠୁଟା ସଂରକ୍ଷିତ ଜଙ୍ଗଲରୁ ପନ୍ଦର କ୍ୱିଣ୍ଟାଲ ଖଇର କାଠ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତେଲେନପାଲି ଗ୍ରାମ ନିକଟସ୍ଥ ଠୁଟା ସଂରକ୍ଷିତ ଜଙ୍ଗଲରୁ କିଛି ଦୁର୍ବୃତ୍ତ…
Read More...