Browsing Tag

khaprakhol news

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋମାରେ, ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ଅନିର୍ଦ୍ଧିଷ୍ଟ ଆମରଣ ଅନଶନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ମୁଖ୍ୟ ଚିକିତ୍ସାଳୟ କୁହାଯାଉଥିବା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଡାକ୍ତରଙ୍କୁ ନେଇ ରୋଗୀସେବା ଚାଲୁଥିବା ବେଳେ ଏଠାରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ଦାବିରେ ବିଭିନ୍ନ ସଂଗଠନର
Read More...

ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଖୁଳାଗଡ ଜଙ୍ଗଳ ପାହାଡ ଝରଣା ମନୋରମ ପରିବେଶ ଭିତରେ ରହିଛି ଖୁଳେଶ୍ୱର ବାବାଙ୍କ ମନ୍ଦିର ସେଥିପାଇଁ ଏଠାକୁ ଶିବରାତ୍ରିରେ ଦୂର ଦୁରାନ୍ତରୁ ଧାଇଁ ଆସନ୍ତି ଅନେକ ଭକ୍ତ । ଚଳିତ ବର୍ଷ ମହାଶିବରାତ୍ରି ଅବସରରେ କୋଶଲି କବିତା ଆସର ଅନୁଷ୍ଠିତ
Read More...

ଘର ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଘର ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡି ଦୁର୍ଘଟଣା ଘଟାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଶୁକ୍ରବାର ସକାଳ ପ୍ରାୟ ୬ ଘଣ୍ଟା
Read More...

ଖପ୍ରାଖୋଲ ବନ ବିଭାଗକୁ ବଡ ସଫଳତା : ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ପିକଅପ ଭେନ ଜବତ, ଡ୍ରାଇଭର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଅଞ୍ଚଳରେ ଚାଲିଛି କାଠ ମାଫିଆଙ୍କ ଆତଙ୍କ ରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆମାନେ ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଅନ୍ତଃରାଜ୍ୟ କାଠ ମାଫିଆମାନଙ୍କ ସହ ମିଶି କେତେକ ଲୋକାଲ କାଠ
Read More...

ମାଟିଆଭଟା ପଞ୍ଚାୟତରେ ମନରେଗା ଯୋଜନା କାମରେ ନକଲି କାର୍ଯ୍ୟାଦେଶ ଦେଇ ନିରୀହ ଚାଷୀଙ୍କୁ ଠକିଛନ୍ତି ସରପଞ୍ଚ ଏବଂ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଏହି ଯୋଜନା ମାଧ୍ୟମରେ ଅନେକ କାମ ହେଉଥିଲେ ବି ଗରିବ ଚାଷୀ ନିଜ ଜମିରେ
Read More...

ଖପ୍ରାଖୋଲଠାରେ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ତଥା ପଞ୍ଚାୟତିରାଜ ଓ ଲୋକସେବା ଦିବସ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ଥିବା
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ : ମାତ୍ର ୪୭ଟି ଅଭିଯୋଗ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ବଲାଙ୍ଗିର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ରିଷିକେଶ
Read More...

ଏନ୍‌ଏସି ଦାବିରେ ତେଜୁଛି ଜନ ଅସନ୍ତୋଷ : ୧୨ ଘଣ୍ଟିଆ ଲାଠୋର ବନ୍ଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏନ୍‌ଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋରଠାରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ଲାଠୋର ନାଗରିକ କ୍ରିୟାନୁଷ୍ଠାନ କମିଟିର ଭୋଜରାଜ
Read More...

ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ସରୋଜ କୁମାର ମେହେର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଘୁନସର ସ୍ଥିତ ରାଧାବଲ୍ଲଭ ଶ୍ୟାମସୁନ୍ଦର କଲେଜ ସମ୍ମୁଖରେ ଥିବା ପଡ଼ିଆରେ ୩ ନମ୍ବର ଜୋନର ବିଜେଡି ମହିଳା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଜନସାଧାରଣ କେତେ ପ୍ରଶଂସା
Read More...

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆମ ହସ୍ପିଟାଲ ଯୋଜନାକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋ’ ହସ୍ପିଟାଲ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’ର ରୂପାନ୍ତରୀକରଣ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ସ୍କୁଲ ରୂପାନ୍ତୀକରଣ ଭଳି
Read More...