Browsing Tag

kesinga news

ଗୌରୀଶଙ୍କର ମନ୍ଦିରରେ ଧୁମ୍‌ଧାମ୍‌ରେ ପାଳନ କଲେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

କେସିଙ୍ଗା, (ପ୍ରୀତେଶ ପଟେଲ) : ଶ୍ରୀକୃଷ୍ଣଙ୍କର ୫୨୫୩ତମ ଜନ୍ମବାର୍ଷିକୀ କାଲି ରାତି କେସିଙ୍ଗା ଗୌରୀଶଙ୍କର ମନ୍ଦିର ପରିସରରେ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କାଲି ସକାଳୁ ଶ୍ରୀକୃଷ୍ଣଙ୍କ ଭକ୍ତ ମାନଙ୍କର ଭିଡ଼ ମନ୍ଦିରରେ ଦେଖିବାକୁ ମିଳିଥିଲା । ସକାଳୁ ମନ୍ଦିରକୁ ଫୁଲତୋଡ଼ାରେ…
Read More...

ମରଣଯନ୍ତା ପାଲଟିଛି ପାଷ୍ଟିକୋଡ଼ି ଛକ ରାସ୍ତା

କେସିଙ୍ଗା, (ପ୍ରୀତେଶ ପଟେଲ) : ପାଷ୍ଟିକୋଡ଼ି ଛକ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଠି କାହାର ନଜର ନାହିଁ । ଛକରେ ଖାଲ ହୋଇ ବର୍ଷାରେ କୃତ୍ରିମ ହ୍ରଦ ପାଲଟିଗଲାଣି । ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେଉନାହାନ୍ତି । ପୂର୍ତ୍ତ ବିଭାଗର ରାସ୍ତା…
Read More...

କେସିଙ୍ଗା ଏନ୍‌ଏସି କଲ୍ୟାଣ ମଣ୍ଡଳରେ ସ୍ୱାୟତ୍ତ ଶାସନ ଦିବସ ପାଳନ

ନିଜକୁ ନିଜେ ଶାସନ୍ କରିବା ଦିବସ ପାଳନ ଅବସରରେ କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ୱାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସକାଳୁ…
Read More...

‘ବହି ବସ୍ତାନି ବିହୀନ ଦିବସ’ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଶିକ୍ଷା କେବଳ ପାଠ୍ୟପୁସ୍ତକ ପଢ଼ି ପରୀକ୍ଷାରେ ଭଲ ନମ୍ବର ରଖିବାର ମାଧ୍ୟମ ନୁହେଁ । ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜଣେ ଶିଶୁର ଜ୍ଞାନ, ଚିନ୍ତନଶକ୍ତି, ସୃଜନଶୀଳତା, ନୈତିକତା, ଦକ୍ଷତା ଓ ବ୍ୟକ୍ତିତ୍ୱର ସମଗ୍ର ବିକାଶ କରିବା । ଭାରତ ସରକାରଙ୍କ ପ୍ରଣୀତ…
Read More...

ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଐତିହ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ…
Read More...

କେସିଙ୍ଗା ନଗରରେ ଖାଦ୍ୟ ବିଭାଗ ଅଧିକାରୀଙ୍କ ଦୋକାନ ଉପରେ ଚଢାଉ

କେସିଙ୍ଗା, (ପ୍ରୀତେଶ ପଟେଲ) : ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ସହରର ସମସ୍ତ ରେଷ୍ଟୁରାଣ୍ଟ ଓ ହୋଟଲ ଦୋକାନରେ ଚଢାଉ କରାଯାଇଥିଲା । ସେଠାରୁ ରଙ୍ଗମିଶା ଖାଦ୍ୟ, ବାସି ଖାଦ୍ୟ ଠାବ ହୋଇଥିଲା । ଏ ସଂକ୍ରାନ୍ତରେ ଦୋକାନୀଙ୍କୁ ଚେତାବନୀ ଦେବା ସହ ପୁନର୍ବାର ଏଭଳି କଲେ କଡ଼ା…
Read More...

୪୨ ବର୍ଷ ପରେ କେସିଙ୍ଗା କୋଣାର୍କ ସୂତାକଳ ଖୋଲିବା ଆଶା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାର ଐତିହାସିକ କୋଣାର୍କ ସୂତାକଳକୁ ନେଇ ପୁଣି ଦେଖାଦେଇଛି ନୂଆ ଆଶା । ଦୀର୍ଘ ୪୨ ବର୍ଷ ଧରି ବନ୍ଦ ପଡ଼ିଥିବା ଏହି ସୂତାକଳର ପୁନରୁଦ୍ଧାର ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ଏବଂ ବିଭିନ୍ନ ସଂଗଠନର ପ୍ରୟାସ…
Read More...

ନିଆରା ଢଙ୍ଗରେ ପାଳିତ ହେଲା ରକ୍ଷାବନ୍ଧନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ରକ୍ଷାବନ୍ଧନ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଏନ୍.ସି.ସି, ୟୁଥ୍ ଓ ୟୁକୋ କ୍ଲବ ଓ ଏନର୍ଜି କ୍ଲବର ସମ୍ମିଳିତ ନିଷ୍ଠା ଓ ପ୍ରୟାସ କ୍ରମେ…
Read More...

ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ଏନଏସି ଅନ୍ତର୍ଗତ ଏକ ଓ ଦୁଇ ନମ୍ବର ୱାର୍ଡର ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବଗାଡର ପ୍ରତିଷ୍ଠିତ ଅନୁଷ୍ଠାନ ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସ୍ୱାସ୍ଥ୍ୟ ସଚେତନତା ଶିବିରକୁ କେସିଙ୍ଗା…
Read More...

କେସିଙ୍ଗା ଡକାୟତି ଘଟଣାର ପର୍ଦ୍ଦାଫାଶ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରରେ ଘଟିଥିବା ବଡ଼ ଧରଣର ଡକାୟତି ଘଟଣାର ପ୍ରାୟ ମାସେ ପରେ ପର୍ଦ୍ଦାଫାଶ କରିଛି କେସିଙ୍ଗା ପୋଲିସ। ଡକାୟତି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା, ରୂପା ଓ ନଗଦ ଟଙ୍କା ଜବତ କରାଯାଇଛି। ଏହି…
Read More...