ଏକ ଜାତୀୟ ସ୍ତରର ବିଜ୍ଞାନ ଆନ୍ଦୋଳନ ତଥା ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ବୈଠକ
କେସିଙ୍ଗା, (ପ୍ରୀତେଶ ପଟେଲ) : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ମନସ୍କତା, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ସମସ୍ୟା ସମାଧାନ କୌଶଳ ବିକଶିତ କରିବା ପାଇଁ ଆରମ୍ଭ ହୋଇଥିବା ଏକ ଜାତୀୟସ୍ତରର ବିଜ୍ଞାନ ଆନ୍ଦୋଳନ ତଥା ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ସଫଳତାର ସହ ଅଂଶଗ୍ରହଣ!-->…
Read More...
Read More...