Browsing Tag

kesinga news

କେସିଙ୍ଗା ତେରାପନ୍ଥ ୟୁବକ ପରିଷଦ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : "ରକ୍ତଦାନ" ମହତ୍ ଦାନ ବୋଲି କୁହାଯାଏ । ସାରା ଭାରତ ବର୍ଷରେ ତେରାପନ୍ଥ ୟୁବକ ପରିଷଦ ପକ୍ଷରୁ "ରକ୍ତଦାନ କର୍ତ୍ତବ୍ୟମ" କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି "ରକ୍ତଦାନ କର୍ତ୍ତବ୍ୟମ" କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

କାନାଡ଼ା ବ୍ୟାଙ୍କରୁ ଚୋରି ଘଟଣାରେ ୪ ଗିରଫ ଓ କୋର୍ଟ ଚାଲାଣ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ଆଦର୍ଶ ଥାନା ଅଧିନସ୍ଥ ଗିଗିନାରେ ଥିବା କାନାଡ଼ା ବ୍ୟାଙ୍କ ସ୍କାଇଲାଇଟ ଭାଙ୍ଗି ୨ଟି ଟାବଲେଟ ଚୋରି କରି ନେବା ଘଟଣାର ୪୮ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରି କରିଥିବା ଦୁର୍ବୃତ୍ତମାନେ ହେଲେ…
Read More...

କେସିଙ୍ଗା ବ୍ଲକରେ ନୂତନ ପ୍ରଶାସନିକ ଗୃହ ଉଦଘାଟିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରିସରରେ ନୂତନ ପ୍ରଶାସନିକ ଗୃହର ଶୁଭ ଉଦଘାଟନ ହୋଇଛି । କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ କରକମଳରେ ଏହି ନୂତନ ଗୃହର ଉଦଘାଟନ କରାଯାଇଛି । ପ୍ରାୟ ୫୨ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରଶାସନିକ ଗୃହ ନିର୍ମାଣ କରାଯାଇଛି…
Read More...

କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହିତ ହିନ୍ଦୀ ଦିବସ–୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ହିନ୍ଦୀ ଭାଷାର ମହତ୍ତ୍ୱ, ଏହାର ସମୃଦ୍ଧ ସାହିତ୍ୟ ଓ ଜାତୀୟ ଏକତାରେ ହିନ୍ଦୀର ଭୂମିକା ସମ୍ପର୍କରେ…
Read More...

କେସିଙ୍ଗାରେ ମୋଦୀଙ୍କ ଜନ୍ମଦିନ ପାଳନ, ବିଭିନ୍ନ ମନ୍ଦିରରେ ଦୀପ ପ୍ରଜ୍ୱଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କେସିଙ୍ଗାରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ କେସିଙ୍ଗା ନଗର ବିଜେପି ପକ୍ଷରୁ ସହରର ବିଭିନ୍ନ ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । କେସିଙ୍ଗାର ବଗାଡ଼ ଶିବ…
Read More...

ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କଳାହାଣ୍ଡିର ଘୁମୁରା

କେସିଙ୍ଗା, (ପ୍ରୀତେଶ ପଟେଲ) : ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଗୁଞ୍ଜିଲା କଳାହାଣ୍ଡିର ପ୍ରସିଦ୍ଧ ଲୋକନୃତ୍ୟ ଘୁମୁରାର ତାଳ । ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୁମୁରା ନୃତ୍ୟ ପରିବେଷଣ କରିଛନ୍ତି କଳାହାଣ୍ଡିର…
Read More...

ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବୃକ୍ଷରୋପଣ

କେସିଙ୍ଗା, (ପ୍ରୀତେଶ ପଟେଲ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ୟୁଥ୍ ଓ ଇକୋ କ୍ଲବର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର…
Read More...

ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ କଳାହାଣ୍ଡିର ବୀରବାଦ୍ୟ ଘୁମୁରା

କେସିଙ୍ଗା, (ପ୍ରୀତେଶ ପଟେଲ) : ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ମହାଆଡମ୍ବର ସହିତ ପ୍ରଥମ ଥର ପାଇଁ ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପାଳନ କରିବେ ଗଣପର୍ବ ନୂଆଁଖାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା…
Read More...

୨୦୮୦ କେଜି ଗଞ୍ଜେଇ ସହ ଚାରି ଜଣ ଗିରଫ : ଏମ୍. ରାମପୁର ପୁଲିସକୁ ବଡ ସଫଳତା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ୨୦୮୦ କେଜି ଗଞ୍ଜେଇ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ମ.ରାମପୁର ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ମ.ରାମପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ମ.ରାମପୁର…
Read More...

କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : 'ବସୁଧୈବ କୁଟୁମ୍ବମ୍' ଶୁଦ୍ଧ ଚେତନାକୁ ପାଥେୟ କରି ନିରବଚ୍ଛିନ୍ନ ତଥା ଅପ୍ରମିତ ଉଦ୍ୟମ ଜାରି ରଖିପାରିଲେ ହିଁ ଗୁରୁ ଦିବସ ପାଳନର ମହତ୍ତ୍ୱ ପ୍ରତିପାଦିତ ହୋଇପାରିବ । ମାନବିକ ମୂଲ୍ୟବୋଧ ଅବକ୍ଷୟିଷ୍ଣୁ ଓ ସ୍ୱାର୍ଥ ବିଜଡ଼ିତ ପୃଥିବୀକୁ ନିଶ୍ଚିତ ପ୍ରଳୟରୁ…
Read More...