Browsing Tag

kantabanji news

କଂଟାବାଂଜି ଏନଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲା ସାଂବାଦିକ ସଂଘ : ସହରର ପରିମଳ ବ୍ୟବସ୍ଥା ଓ ଟ୍ରାଫିକ ସମସ୍ୟା ନେଇ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଜ୍ଞାପିତ ଅଂଚଳ ପରିଷଦରେ ନୂତନ ଭାବେ ଯୋଗ ଦେଇଥିବା ନିର୍ବାହୀ ଅଧିକାରୀ ଶ୍ରୀମତୀ ସାମ୍ମି ରେଡ୍ଡି ଜୟଶ୍ରୀ (ଓଆରଏସ)ଙ୍କୁ ଆଜି ସାଂବାଦିକ ସଂଘର ପ୍ରତିନିଧି ଦଳ ସୌଜନ୍ୟ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ବେଳେ କଂଟାବାଂଜି ସହରରେ ପରିମଳ…
Read More...

କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡରେ ବିଜେଡି ତରଫରୁ ଜନସଚେତନ କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ଆଜି ସକାଳୁ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡ ମାନଙ୍କରେ ବିଜେଡି ତରଫରୁ ଜନସଚେତନ କାର୍ୟ୍ୟକ୍ରମ ଅବସରରେ ମାସ୍କ ବଣ୍ଟନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ବାର୍ତ୍ତା ପ୍ରଚାର କରାଯାଇଛି । ଅଂଚଳର ବିଶିଷ୍ଟ ବିଜେଡ଼ି ନେତା ଅଜୟ ଦାସ‌ଙ୍କ…
Read More...

ତୁରେକେଲା ବ୍ଲକ ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ଦେହାନ୍ତ : ବ୍ଲକ ଗଠନର ମୁଖ୍ୟ ପୁରୋଧାଙ୍କ ବିୟୋଗରେ ଶୋକାକୁଳ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ପୂର୍ବତନ ଚେୟାରମେନ ଅଲେଖ ସାହୁଙ୍କ ୮୬ ବର୍ଷ ବୟସରେ ଗତ ରାତିରେ ଦେହାନ୍ତ ହୋଇଯାଇଛି । ମିଳିଥିବା ପାରିବାରିକ ସୂଚନା ଅନୁଯାୟୀ ଗୁରୁବାର ରାତିରେ ସ୍ବର୍ଗତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରେକେଲା…
Read More...

ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର : ପ୍ରେମ ସମ୍ପର୍କରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିର କୁକୁଡାହାଡ଼ ଗାଁ ପାଖ ରେଳ ଲାଇନ ଟ୍ରାକରୁ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଦେହ ଉଦ୍ଧାର ହୋଇଛି । ପ୍ରେମ ସମ୍ପର୍କରୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଛ‌ନ୍ତି ମୃତକ‌ଙ୍କ ଦୁଇ ଭାଇ ଓ ପରିବାର ଲୋକେ । ମୃତକ ଜଣଚ ହେଲେ କଣ୍ଟାବାଞ୍ଜି ୧୧ ନମ୍ବର…
Read More...

କଂଟାବାଂଜି ଟେଲିକମ୍‌ ଠିକା କର୍ମଚାରୀଙ୍କ ୧୧ ମାସ ହେଲା ଦରମା ବନ୍ଦ : କଂଟାବାଂଜି ଏସଡିଟିଏମ କାର୍ଯ୍ୟାଳୟକୁ ବନ୍ଦ…

୨୬ ଦିନର ଦରମାରେ ୧୨ଦିନର ଦରମା ଏସଡିଓ ଲାଂଚ ନେଉଥିବା ଭଳି ସାଂଘାତିକ ଅଭିଯୋଗକଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଟେଲିକମ ସବ୍‌ ଡିଭିଜନରେ କାର୍ଯ୍ୟରତ କୁଶଳି ଓ ଅଣ କୁଶଳି ଠିକା କର୍ମଚାରୀଙ୍କୁ ୧୧ମାସ ହେଲା ଦରମା ଦିଆଯାଇ ନାହିଁ । ଏହାର ପ୍ରତିବାଦ କରି ଠିକା…
Read More...

ରୋନକ ଡାଲମିଆ ଓ ମନ୍ଥନ ଡାଲମିଆଙ୍କୁ ସ୍କୁଲ ଦ୍ୱାରା ସମ୍ବର୍ଦ୍ଧନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ରୋନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ. ଏଡଭାନ୍ସ ପରୀକ୍ଷାରେ ସଫଳତା ପାଇଛନ୍ତ । ରୋନକ ସର୍ବ ଭାରତସ୍ତରରେ ୫୨ତମ ଓ ମନ୍ଥାନ ୧୦୦ ନଂବର ହୋଇଥିବା ବେଳେ ଓଡିଶାରେ ପ୍ରଥମ ଓ ତୃତୀୟ ସ୍ଥାନ ରଖିଛନ୍ତି । କଂଟାବାଂଜି…
Read More...

ପୂର୍ବତନ ତୁରେକେଲା ସରପଂଚ ଦୟାନିଧି ମେହେରଙ୍କ ବିୟୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ତୁରେକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ଦୟାନିିଧି ମେହେରଙ୍କ ମଂଗଲବାର ଦିନ ତାଙ୍କ ଜନ୍ମ ମାଟି ଝରଣି ଗାଁରେ ବିୟୋଗ ହୋଇଛି । ତାଂକ ବିୟୋଗ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା । ସେ ୧୯୩୦ ମସିହାରେ ଜନ୍ମ ଗ୍ରହଣ…
Read More...

ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବ : ଜେଇଇ ଆଡଭାନ୍ସ ପରୀକ୍ଷାରେ କଣ୍ଟାବାଞ୍ଜି ର ଦୁଇ ଭାଇ କୃତକାର୍ଯ୍ୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ଗତକାଲି ଜେଇଇ ଆଡଭାନ୍ସର ସର୍ବ ଭାରତୀୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଗୋଟିଏ ପରିବାର ଦୁଇ ଭାଇ ରେକର୍ଡ କରିଛନ୍ତି । ସର୍ବ ଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ ର‌୍ୟାଙ୍କ ରଖି ଓଡ଼ିଶାରେ ପ୍ରଥମ ସ୍ଥାନ…
Read More...

କଂଟାବାଂଜି ଏନଏସି ଟେଂଡର ୱାର୍କ କରି ଟଙ୍କା ପାଇ ନଥିବା ପ୍ରତିବାଦରେ ଠିକାଦାରଙ୍କ ଆନ୍ଦୋଳନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି ଦ୍ୱାରା ବିଭିନ୍ନ ୱାର୍ଡରେ ଉନ୍ନୟନ କାମର ଟେଂଡର ହୋଇଥିଲା । ହୋଇଥିବା ଟେଂଡର ମୁତାବକ ଲାଇସେନ୍ସଧାରୀ ଠିକାଦାରମାନେ କାମ କରିଥିଲେ । ବିଭିନ୍ନ କାର୍ଯ୍ୟର ଟେଂଡର କରିଥିବା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ବଦଳି ହୋଇଥିବା ଓ…
Read More...

କଂଟାବାଂଜିରେ ୪ ଦିନ ହେଲା ବିଏସଏନଏଲ ନେଟୱାର୍କ ଫେଲ୍‌ : ଅଭିଯୋଗ କଲେ ଶୁଣୁ ନାହାନ୍ତି କେହି

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରରେ ଗୁରୁବାର ଦିନଠାରୁ ବିଏସଏନଏଲ ନେଟ୍‌ ୱାର୍କ ସଂପୂର୍ଣ୍ଣ ଅଚଳ ହୋଇ ପଡିଛି । ବିଭାଗୀୟ କଂଟାବାଂଜି କିମ୍ବା ଜିଲ୍ଲା ପ୍ରଶାସନକୁ ଖବର ଦେଲେ ମଧ୍ୟ ଏଥିପ୍ରତିି ଧ୍ୟାନ ଦିଆ ନଯିବାରୁ ୪ ଦିନ ହେଲା ନେଟୱାର୍କ କାର୍ଯ୍ୟ ସଂପୂର୍ଣ୍ଣ…
Read More...