କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡରେ ବିଜେଡି ତରଫରୁ ଜନସଚେତନ କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ଆଜି ସକାଳୁ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡ ମାନଙ୍କରେ ବିଜେଡି ତରଫରୁ ଜନସଚେତନ କାର୍ୟ୍ୟକ୍ରମ ଅବସରରେ ମାସ୍କ ବଣ୍ଟନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ବାର୍ତ୍ତା ପ୍ରଚାର କରାଯାଇଛି । ଅଂଚଳର ବିଶିଷ୍ଟ ବିଜେଡ଼ି ନେତା ଅଜୟ ଦାସ‌ଙ୍କ ନେତୃତ୍ୱରେ ଅନୁ‌ଷ୍ଠିତ ଏହି କାର୍ୟ୍ୟକ୍ରମରେ ଶା‌ନ୍ତନୁ ବିଭାରଙ୍କ ସହ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.