ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ
କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁରୋଧ କ୍ରମେ ସାରା ବିଶ୍ୱରେ ଆଜି ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ ହେଉଛି । ବର୍ତ୍ତମାନ ସମୟରେ କରୋନାର ଦ୍ୱିତୀୟ ଲହର ତାର ପ୍ରାକୋପ ଜାରି ରଖିଥିବା ବେଳେ ଆଜିର ଦିବସଟି ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । ଜୁନିୟର ରେଡକ୍ରସ!-->…
Read More...
Read More...