Browsing Tag

kantabanji news

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚିକିତ୍ସା ଅବହେଳାରୁ ଜଣେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମୃତକଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ମିଶି ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ମଧ୍ୟ ଜଣାପଡ଼ିଛି । ଘଟଣା ପରେ ହସ୍ପିଟାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂତ୍ରରୁ ପ୍ରକାଶ ।…
Read More...

ନିର୍ଝରିଣୀ ପକ୍ଷରୁ ଶୋକସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ): ସାରା ବିଶ୍ୱରେ କରୋନାର କରାଳ ଗ୍ରାସରେ ଅନେକ ଜନ ଜୀବନ ନଷ୍ଟ ହୋଇଥିବା ବେଳେ ସିନ୍ଧେକେଲା ଚାନ୍ଦୋତରାର ବ୍ୟଙ୍ଗ କବି, ଆଦର୍ଶ ଶିକ୍ଷକ ସ୍ୱର୍ଗତ ପ୍ରଶାନ୍ତ କୁମାର ନାୟକ ଓ ପାଟଣାଗଡ଼ ନିବାସୀ କବି, ସଂଗଠକ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ନରୋତ୍ତମ ସାହୁ…
Read More...

ଜୁନିଅର ରେଡକ୍ରସ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଦୋହଳାଇ ଦେଇଥିବା ବେଳେ ଜୁନିଅର ରେଡକ୍ରସର ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଏକ ବ୍ୟବସାୟର ପେଣ୍ଠସ୍ଥଳ ହୋଇଥିବା ବେଳେ ଏଠାର ରେଳ ଷ୍ଟେସନରେ ବିଭିନ୍ନ…
Read More...

ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୁକ୍ରବାର ଦିନ ତୁରେକେଲା ଆଦିବାସୀ କଲ୍ୟାଣ ସଂଘଦ୍ୱାରା ଶୋକସଭା ପାଳନ କରାଯାଇଛି । ତୁରେକେଲା ଶାଖା ସଭାପତି ଚୌବନ କିଶୋର ମାଝିଙ୍କ ଦ୍ୱାରା ଆହୁତ ଶୋକସଭାରେ ତୁରେକେଲା ଅଂଚଳର…
Read More...

କିସ୍‌ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କୁ ତୁରେକେଲା ଶାଖା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମର କିସ୍‌ ଭୁବନେଶ୍ୱରରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ୧୧ତମ ପର୍ଯ୍ୟାୟର ଶୁଖିଲା ଖାଦ୍ୟ ଶୁକ୍ରବାର ଦିନ କଂଟାବାଂଜିରେ ବଂଟନ କରାଯାଇଛି । କିସ୍‌ ଭୁବନେଶ୍ୱରରେ ବ୍ଲକର ୧୦୫ଟି ଛାତ୍ରୀଛାତ୍ର…
Read More...

ପାଣି ପାଇଁ ଡହକ ବିକଳ ଚାଉଲସୁଖା ଓ ଧୁମସୁ ଗ୍ରାମବାସୀ : ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିର ପାଣି ସର୍ବ…

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଚାଉଲସୁଖା ପଂଚାୟତ ସଦର ଗ୍ରାମରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମରେ ପାଣିର ଅଭାବ ଯୋଗୁଁ ଗ୍ରାମର ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମବାସୀ ସରପଂଚଙ୍କ ଜରିଆରେ…
Read More...

ଏବେ ବି ବଞ୍ଚିଛି ମାନବିକତା

କଂଟାବାଂଜି , (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସ କରିଥିବା ବେଳେ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହି ଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖାଦେଇଛି ।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକ୍‌ଲିଙ୍ଗ ରୋଗୀ…
Read More...

ଶିକ୍ଷକଙ୍କୁ ରେଳ ଷ୍ଟେସନରେ କରୋନା ଡ୍ୟୁଟି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସରକାରଙ୍କ ନିର୍ଦ୍ଦେଶାନୁସାରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ନିଯୁକ୍ତି କରାଯାଇଛି । ବିଭିନ୍ନ ରାଜ୍ୟରୁ ରେଳ ଯୋଗେ ଫେରୁଥିବା ପ୍ରବାସୀ ମାନଙ୍କର…
Read More...

ନିର୍ଝରିଣୀ ଆନୁକୂଲ୍ୟରେ କରୋନା ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଏକ କରୋନା ସଚେତନତା ସଭା ପଞ୍ଚବଟୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀକୁ ନଜରରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ…
Read More...

କେଭି ମହାବିଦ୍ୟାଳୟରେ ‘ଚଇତାଳି’ର ଧୁନ : ଜୀବନର ଖଣ୍ଡିତାଂଶର କଥା କହେ ଗଳ୍ପ

କଂଟାବାଞ୍ଜି, (ମନୀଷ କୁମାର ହଂସ) : କେଭି ମହାବିଦ୍ୟାଳୟରେ ସ୍ନାତକୋ‌ତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସାହିତ୍ୟ ଉତ୍ସବ ‘ଚଇତାଳି’ ସୋମବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ଗଳ୍ପ ପଠନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଓଡିଆ ବିଭାଗର ଛାତ୍ରୀ ମୁକ୍ତି ପ୍ରଗତି ପାତ୍ର,…
Read More...