Browsing Tag

kantabanji news

ଲକ୍‌ଡାଉନ ବେଳେ କଂଟାବାଂଜି ରେଲବାଇ ପୋଲିସ ଫୋର୍ସର ବଡ ସଫଳତା : ପ୍ଲାଟଫର୍ମରୁ ୪୨ ବୋତଲ ବିଦେଶୀ ମଦ, ୩୫୦ ପାଉଚ୍‌…

କଂଟାବାଂଜି, (ମନୀଶ କୁମାର ହଂସ) : ଶନିବାର ଦ୍ୱୀପ୍ରହର ସମୟ ପ୍ରାୟ ଘଣ୍ଟା୨.୫୦ ମିନିଟରେ କଂଟାବାଂଜି ରେଲବାଇ ପୋଲିସ ଫୋର୍ସ ପ୍ଲାଟଫର୍ମ ନଂ.୧ରୁ ୪୨ ବେତଲ ବିଦେଶୀ ମଦ, ୩୫୦ ଦେଶୀ ପାଉଚ୍‌ ମହୁଲି ମଦ ସହ ୩ଜଣକୁ ଗରିଫ କରି ଅଧିକ ଅନୁସଂଧାନ ଯାରି ରହିଛି । ମିଳିଥିବା ସୂଚନା ଅନୁସାରେ ଗତ ତା.…
Read More...

ବିରଳ ଗ୍ରୁପର ରକ୍ତଦାତା ରକ୍ତ ଦେଲେ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କରୋନା କାଳରେ ମଧ୍ୟ ସୁଦୂର ଦେଓଗାଁ ପାଖ ଗାଁ ଜନକପୁରର ଏବି ନେଗେଟିଭ ବିରଳ ରକ୍ତ ଗ୍ରୁପର ରକ୍ତଦାତା ଲିଙ୍ଗରାଜ ରାଉତ କଣ୍ଟାବାଞ୍ଜି ସ୍ଥିତ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିଥିଲେ । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ଫୋନ ଯୋଗେ…
Read More...

ନିର୍ଝରିଣୀ ପକ୍ଷରୁ ଡ.ଅଜାମ୍ବର ମଲ୍ଲଙ୍କ ସ୍ମୃତି ସଭା

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ୱର୍ଗତ ଡ.ଅଜାମ୍ବର ମଲ୍ଲଙ୍କ ଭିରଚୁଆଲ ସୃତି ସଭା ଅନୁଷ୍ଠିତ ହୋଇଥିଲା । ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ସମ୍ଫାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା…
Read More...

ଏନଏସି.ଦ୍ୱାରା ନିର୍ମିତ ମାଇକ୍ରୋ କମ୍ପୋଷ୍ଟ ସେଂଟର ଅଲିଆରୁ ପରିବେଶ ଦୂଷିତ : ୧୦ ଏକର ସରକାରୀ ଜମି ଜବର ଦଖଲ ଯୋଗୁଁ…

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ଏନଏସି.ଦ୍ୱାରା ବିର୍ଣ୍ଣା ରୋଡ ପାର୍କ ନିକଟରେ ଏକ ମାଇକ୍ରୋ କମ୍ପୋଷ୍ଟ ସେଂଟର ନିର୍ମାଣ କରାଯାଇଛି । ଏହି ସେଂଟରରେ ସହରର ସମସ୍ତ ପ୍ରକାର ଅଳିଆ ଆବର୍ଜନା ଆଣି ତାର ବିଶୋଧନ କରି ସାର ଏବଂ ଅନ୍ୟାନ୍ୟ ଜିନିଷ ନିର୍ମାଣ କରିବା ପାଇଁ ୟୁନିଟ ବସା…
Read More...

ବିଶ୍ୱ ରେଡକ୍ରସ ଦିବସରେ ରକ୍ତଦାନ ଶିବିର

କଂଟାବାଂଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ଯୋଗୁଁ ରକ୍ତର ଘୋର ଅଭାବ ଦେଖାଦେଇଥିବା ବେଳେ ଆଜି ବିଶ୍ୱ ରେଡକ୍ରସ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୁନିୟର ରେଡକ୍ରସ ସୋସାଇଟି ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଓ ଜିଲ୍ଲା…
Read More...

ପାଣି ପାଇଁ ବିକଳ ହେଉଛନ୍ତି ଯୁବାମାଲ ଗ୍ରାମବାସୀ

· ୮ବର୍ଷରୁ ଉର୍ଦ୍ଧ ହେବ ଅଧପନ୍ତରିଆ ହୋଇ ପଡିଛି ୫୦ ଲକ୍ଷ ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ· ଠିକାଦାର ଓ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ଅର୍ଥ ଆତ୍ମସାତ୍‌ ଅଭିଯୋଗ ଆଣିଲେ ଗ୍ରାମବାସୀ : ଭିଜିଲାନ୍ସ ତଦନ୍ତ ଦାବୀ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର…
Read More...

ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ

କଂଟାବାଞ୍ଜି : ଚିରନ୍ତନ ମାନବୀୟ ମୂଲ୍ୟବୋଧର କଥା କହେ ମନୋଜ ଦାସଙ୍କ ସାହିତ୍ୟ । ମାନବୀୟ ନିତିବୋଧ ଓ ରୁଚି ବୋଧକୁ ନେଇ ଅତ୍ୟନ୍ତ ସୁକୁମାର ଶୈଳୀରେ ମନୋଜ ଦାସ ଉପସ୍ଥାପିତ କରନ୍ତି ଗପଗୁଡିକୁ । ତାଙ୍କର ଗପ ଗୁଡିକର ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍ଧ କରେ ।…
Read More...

ଜିଲ୍ଲାପାଳଙ୍କ କଂଟାବାଂଜି ଗସ୍ତ : ଡାକ୍ତରଖାନାକୁ ଯାଇ ସ୍ଥିତି ପରଖିଲେ

କଂଟାବାଂଜି, (ମନୀଶ କୁମାର ହଂସ) : ଦିନକୁ ଦିନ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ କଂଟାବାଂଜି ସହରରେ । ଏଭଳି ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବାଂଜି ଗସ୍ତ କରି ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିବା ବେଳେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ସହ ବିଭିନ୍ନ ସମସ୍ୟା…
Read More...

ସମାଜସେବୀଙ୍କ ଯୋଗୁଁ ମାଙ୍କଡର ଜୀବନ ବଞ୍ଚିଲା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି, ଯାହା ଫଳରେ ଜୀବଜନ୍ତୁ ମାନେ ଗାଁ ମୁଁହା ହେଉଛନ୍ତି । କିଛିଦିନ ହେଲା ଗୋଟିଏ ଦଳ ମାଙ୍କଡ଼ ବ୍ରାହ୍ମଣୀ, ରଜାମରା ଓ ଜାମୁଟଝୁଲା ଗ୍ରାମକୁ ପଶି ଆସି ପନିପରିବା, ଆମ୍ବ ଆଦି ଗଛ ଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି…
Read More...

ରେଳ ଲାଇନରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : ଟିଟିଲାଗଡ-ରାୟପୁର ପୂର୍ବତଟ ରେଳ ସେକ୍ସନ ଅଧୀନସ୍ଥ କଂଟାବାଂଜି ମୁରିବାହାଲ ମଧ୍ୟରେ ଥିବା କି.ମି. ଖମ୍ବ ନଂ.୧୭୧/୧୧-୧୨ଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କଂଟାବାଂଜି ରେଲବାଇ ପୋଲିସ ଉଦ୍ଧାର କରିଛି । ମୃତ ଜଣକର ବୟସ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ…
Read More...