ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ : ବିଜୁଳି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି…
କଂଟାବାଂଜି, (ମନୀଶ କୁମାର ହଂସ) : ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡ ଅଂଚଳରେ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ କୁଆ ପଥର ମାଡ଼ ସାଂଗକୁ ବହୁତ ଜୋର୍ରେ ପବନ ହେବାରୁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ବିରାଟ ବିରାଟ ଗଛଗୁଡ଼ିକ ଭାଂଗି ରାସ୍ତା ଅବରୋଧ ହୋଇଥିବା ବେଳେ କାହାର ଘରର ଛପର!-->…
Read More...
Read More...