Browsing Tag

kantabanji news

ଯୋଗ ହିଁ ସୁସ୍ଥ ସ୍ୱାସ୍ଥ୍ୟର ଚାବି କାଠି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଗତକାଲି ସାରା ବିଶ୍ୱରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ଅବସରରେ କରୋନା ନିୟମକୁ ପାଳନକରି ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଚଟୁଅନକା ଅଙ୍ଗନବାଡ଼ି ଖ କେନ୍ଦ୍ରରେ ମଧ୍ୟ ପାଳିତ ହୋଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର…
Read More...

ଭୋକିଲା ମାଙ୍କଡଙ୍କୁ ଖାଦ୍ୟ ଦେଲେ ପ୍ରକୃତିବନ୍ଧୁ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ଯୋଗୁଁ ତାଲାବନ୍ଦୀ ସମୟରେ ବାଦ ପଡିନି ଓଡ଼ିଶାର ସୁପ୍ରସିଦ୍ଧ ଶୈବପୀଠ ହରିଶଙ୍କର । ତାଲାବନ୍ଦୀ ଯୋଗୁଁ ଦର୍ଶକ ବିନା ଖାଁଖାଁ ଲାଗୁଛି ଦର୍ଶନୀୟସ୍ଥଳୀ ହରିଶଙ୍କର । ଦର୍ଶକ ଆସୁନଥିବାରୁ ସେଠାରେ ଥିବା ମାଙ୍କଡମାନେ ଖାଇବାକୁ ନପାଇ…
Read More...

ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱର୍ଗୀୟ ଡ.ଅଟଳ ବିହାରୀ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ବରନି ସାହିତ୍ୟ ସଂସଦ ବଡମାଳ ଆନୁକୂଲ୍ୟରେ ଆଭାସି ଜରିଆରେ ଶ୍ରୀ ପଣ୍ଡାଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ରାଜମଣି ସାହୁଙ୍କର ସଂଯୋଜନାରେ ଅନୁଷ୍ଠିତ ସଭାରେ ବହୁ…
Read More...

ପାରିବାରିକ କଳହରେ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ : ଥାନାରେ ଅଟକ ଅଭିଯୁକ୍ତ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଥାନା ଧାମନଡଙ୍ଗା ପଂଚାୟତ ସଦର ଗାଁରେ ସ୍ୱାମୀ ସ୍ତ୍ରୀର ଝଗଡାରେ ସ୍ୱାମୀ ତାର ଧର୍ମପତ୍ନୀକୁ ସୋମବାର ରାତିରେ ଜୀବନରେ ମାରି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ, ଜୟରାମ ମାଝି ଓ ତାର ସ୍ତ୍ରୀ ଉର୍ମିଳା…
Read More...

ସଜନା ଶାଗ ତୋଳିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଆଶ୍ରମପଡା ୱାର୍ଡ ନଂ.୧୪ସ୍ଥିତ ସାଗର ନାଗ (୫୫) ସଜନା ଗଛକୁ ଚଢି ଶାଗ ତୋଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମଂଗଳବାର ସକାଳେ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନାରୁ ସାଗର ରେଲୱେ ଜମିରେ ଘର କରି ରହିଥିବା ସ୍ଥାନରେ…
Read More...

ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କାର୍ଲଲେଣ୍ଡ ଷ୍ଟେନରଙ୍କ ଜନ୍ମ ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରେଡକ୍ରସ ମିଳିତ ଭାବେ ୨୦୦୫ ମସିହାରୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା ସମିତି ପକ୍ଷରୁ ଆଜି…
Read More...

ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ପକ୍ଷରୁ ଜାତୀୟ ୱେବିନାର : ମହାମାରୀ ସମୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଓ ଦୁର୍ଦ୍ଦଶା…

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ତରଫରୁ ଏକ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । କୋଭିଡ୍ ସମୟରେ ଦାଦନ ଶ୍ରମିକ ମାନଙ୍କ ଘରକୁ ଫେରିବାର ପ୍ରକ୍ରିୟା ଓ ଆହ୍ୱାନ ଉପରେ ଆୟୋଜିତ ଉକ୍ତ ୱେବିନାରର ଆବାହକ କେଭି କଲେଜର ଅଧ୍ୟାପକ ଡଂ ସଂଜୟ କୁମାର ମିଶ୍ରଙ୍କ…
Read More...

ମହାମାରୀରେ ଯୁବସମାଜର ଭୂମିକା ଗୁରୁତ୍ୱପୁର୍ଣ୍ଣ : କଂଟାବାଞ୍ଜି କେଭି ମହାବିଦ୍ୟାଳୟ ପକ୍ଷରୁ କରୋନା ପରବର୍ତ୍ତୀ…

କଂଟାବାଞ୍ଜି, (ମନୀଷ କୁମାର ହଂସ) : ଆଜି କେଭି ମହାବିଦ୍ୟାଳୟ କଂଟାବାଞ୍ଜିର ଏନ୍‌ଏସ୍‌ଏସ୍‌ ୟୁନିଟ ତରଫରୁ କୋଭିଡ୍ ପରବର୍ତ୍ତୀ ସମୟର ଯୁବ ସମାଜ ଉପରେ ପ୍ରଭାବ ଓ ତାର ପ୍ରତିକାର ଉପରେ ଏକ ୱେବିନାର ଆୟୋଜନ ହୋଇଥିଲା । ବିଶିଷ୍ଠ ଡାକ୍ତର ଗୋବିନ୍ଦ ଅଗ୍ରୱାଲ ଏବଂ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର…
Read More...

ଚଟୁଅନକାରେ କରୋନା ସଚେତନତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର, ଅଙ୍ଗନବାଡ଼ି…
Read More...

ଦୁର୍ଗମ ମାଓପ୍ରବଣ ଅଂଚଳରେ ପହଂଚିଲା ରାଜସ୍ୱ ରଥ : ହିତାଧିକାରୀଙ୍କୁ ଘର ଅଗଣାରେ ପଟ୍ଟା ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ ତୁରେକେଲା ବ୍ଲକର ମାଓ ପ୍ରବଣ ଦୁର୍ଗମ ଅଂଚଳକୁ ଶୁକ୍ରବାର ଦିନ ରାଜସ୍ୱ ରଥ ପହଂଚିଥିଲା । ରାଜସ୍ୱ ରଥର ଶୁଭାରମ୍ଭ ମାଓ ପ୍ରବଣ ମହଖଣ୍ଡ ଆରଆଇ ସର୍କଲ ଅଂଚଳର ବିଭିନ୍ନ ଗାଁ ମଧ୍ୟରେ ମହଖଣ୍ଡ, କନ୍ଦେଇ, ନାନ୍ଦୋଲ,…
Read More...