Browsing Tag

kantabanji news

ବଘୁଆପଡା ଗାଁରେ ସ୍ୱତନ୍ତ୍ର ୭୨ତମ ବନ ମହୋତ୍ସବ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନାଂଚଳ ଅନ୍ତର୍ଗତ ଢୋଲମାନ୍ଦଲ ପଂଚାୟତ ବଘୁଆପଡା ଗାଁର ଜନସାଧାରଣଙ୍କ ସହଯୋଗରେ ସ୍ୱତନ୍ତ୍ର ଭାବେ ୭୨ତମ ବନମହୋତ୍ସବ ପାଳିତ ହୋଇଛି । ଏହି ବନ ମହତ୍ସୋବ ପାଳନ ଅବସରରେ ରାଜୁ ସଂରକ୍ଷିତ ଜଂଗଲରେ ଶତାଧିକ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି…
Read More...

୭୨ତମ ବନ ମହୋତ୍ସବ ସପ୍ତାହ ଉଦ୍‌ଯାପିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଚାଲିଥିବା ୭୨ତମ ବନ ମହୋତ୍ସବ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ଆଜି ସପ୍ତମ ଦିବସରେ ପ୍ରଥମେ ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରକୃତିବନ୍ଧୁ ତଥା…
Read More...

ବନ ମହୋତ୍ସବ ପାଳିତ ହେଲା ବିଛୁବାହାଲିର ସୁରଭି ଶୋଧ ଏବଂ ଗବେଷଣା କେନ୍ଦ୍ରରେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଳକର ସୁରଭି ଶୋଧ ଏବଂ ଗବେଷଣା କେନ୍ଦ୍ର ବିଛୁବାହାଲିରେ ୭୨ତମ ବନମହୋତ୍ସବ ସପ୍ତାହର ଷଷ୍ଠ ଦିବସରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ସୁରଭି ଶୋଧର ସଭାପତି ପ୍ରବୀଣ ଆର୍ୟ୍ୟଙ୍କ ସଭାପତିତ୍ୱରେ…
Read More...

ପ୍ରାଧ୍ୟାପିକା ସତୀରେଖାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି କେଭି କଲେଜର ପ୍ରଧ୍ୟାପିକା ସତୀରେଖା ମାଝୀ ଗତ ମେ ୩୧ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ଏକ ଅବସରକଳୀନ ସମ୍ବର୍ଦ୍ଧନା ସଭା କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଧ୍ୟାପିକା…
Read More...

ଗୋଷ୍ଠୀ ସହଭାଗୀତାରେ ହିଁ ନୂତନ ଜଙ୍ଗଲ ସୃଷ୍ଟି ହେବ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ୭୨ତମ ବନମହୋତ୍ସବର ଚତୁର୍ଥ ଦିନ ବଡଡକଲା ପଞ୍ଚାୟତର ଡମନିଚୁଆଁ ଗ୍ରାମରେ ପାଳିତ ହୋଇଥିଲା । ଏହି ଅବସରରେ ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ନିର୍ବାଚନ…
Read More...

ଗଛ ହିଁ ମଣିଷର ପ୍ରକୃତ ବନ୍ଧୁ : ବନ ମହୋତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଆଜି ୭୨ତମ ବନମହୋତ୍ସବର ତୃତୀୟ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ କଣ୍ଟାବାଞ୍ଜିସ୍ଥିତ ଝାଙ୍କରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…
Read More...

କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ବନଖଣ୍ଡର କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ଆଜି ୭୨ ତମ ବନ ମହୋତ୍ସବର ଦ୍ୱିତୀୟ ଦିନ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜି ସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରେଞ୍ଜର ଶ୍ରଦ୍ଧାଦେବ ବଡମାଳିଙ୍କ ନେତୃତ୍ୱରେ ଅତିଥି ଭାବରେ…
Read More...

କଂଟାବାଞ୍ଜିରେ ଡକ୍ଟରର୍ସ ଡେ ପାଳନ

କଂଟାବାଞ୍ଜି, (କେପିଏନ୍‌ସ୍‌) : ଡକ୍ଟର ଡେ ଦିବସରେ କଂଟାବାଞ୍ଜିରେ କାର୍ଯ୍ୟରତ ଡାକ୍ତର ମାନଙ୍କୁ ଗୋଲାପ ଫୁଲ ଉପହାର ଦେଇ ଶୁଭେଚ୍ଛା ଜଣାଇଲେ ସ୍ୱେଚ୍ଛାସେବୀ । ଏ ଅବସରରେ କେଭି ମହାବିଦ୍ୟାଳୟର ଅଧ୍ୟାପକ ତଥା ଏନଏସଏସ ଅଧିକାରୀ ଡ. ସଂଜୟ କୁମାର ମିଶ୍ର ଓ ସମାଜସେବୀ କାହ୍ନୁଚରଣ ମିଶ୍ର…
Read More...

ଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳିଲେ ଛାତ୍ରୀ ସିମ୍‌ରନ : ମୃତ୍ୟୁ ପରେ ନିଜ ଶରୀରକୁ ଦାନ ପାଇଁ ନିଷ୍ପତ୍ତି

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଏବଂ ଡ଼ାକ୍ତରଖାନକୁ ଯାଇ କଣ୍ଟାବାଞ୍ଜି ୱାର୍ଡ ନଂ. ୩ରେ ରହୁଥିବା ସିମ୍‌ରନ କୌର ସଂଘା ନିଜ ଜନ୍ମ ଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇ ନିଜର ମୃତ୍ୟୁ ପରେ ନିଜ ଶରୀରକୁ ଦାନ କରିବା ପାଇଁ…
Read More...

ସାଙ୍ଗରେ ଆସିଥିବା ଯୁବକ ରକ୍ତ ଦେଲେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନା ଟୀକାକରଣ ଚାଲିଥିବା ଯୋଗୁଁ ରକ୍ତଦାତାଙ୍କ ଘୋର ଅଭାବ ଦେଖାଦେଉଛି । ପୂର୍ବରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକା ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତି ମାନଙ୍କୁ ଟୀକା ଦିଆଚାଲିଛି । ଟୀକା…
Read More...