Browsing Tag

kantabanji news

ତୁରେକେଲା ବ୍ଲକ ଘେରାଓ କଲେ ଆଦିବାସୀ ସଂଘ

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ଆଦିବାସୀଙ୍କୁ ସରପଂଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ପଦବୀରେ ସଂରକ୍ଷଣ ନ ଦେବା ପ୍ରତିବାଦରେ ବିକ୍ଷୋଭ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟକୁ ଶନିବାର ଦିନ ତୁରେକେଲା ବ୍ଲକ ଆଦିବାସୀ ସଂଘ ତରଫରୁ…
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଥାନା ପରିସରରେ ଅଭ୍ୟର୍ଥନା ଗୃହ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

କଂଟାବାଂଜ, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ପରିସରରେ ଆଜି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କର କମଳରେ ଅଭ୍ୟର୍ଥନା ଗୃହ ଉଦଘାଟିତ ହୋଇଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରୁ ମିଳିଥିବା ପାଂଚ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି ।…
Read More...

ତୁରେକେଲା ବ୍ଲକ ଘେରାଓ ପାଇଁ ଆଦିବାସୀ ସଂଘର ପ୍ରସ୍ତୁତି ବୈଠକ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତୁରେକେଲା ବ୍ଲକ…

କଂଟାବାଂଜି, (ମନିଶ କୁମାର ହଂସ) : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଉପେକ୍ଷା କରାଯିବା ସହ କେତେକ ପଂଚାୟତରେ ସଂପୂର୍ଣ୍ଣ ବାଦ ଦିଆଯାଇଥିବାରୁ ତୁରେକେଲା ବ୍ଲକ ଆଦିବାସୀ ସଂଘ…
Read More...

ଆହ୍ଲାବାଦ ବ୍ୟାଙ୍କ ନିକଟରେ ଦୁର୍ଘଟଣା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବ ବର୍ଷର ଦ୍ବିତୀୟ ଦିନ ସନ୍ଧ୍ୟା ସମୟରେ ଚଟୁଅନକାସ୍ଥିତ ଆହ୍ଲାବାଦ ବ୍ୟାଙ୍କ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇଟି ବାଇକ ମୁହାଁମୁହିଁ ହେବା ଫଳରେ ଚଟୁଅନକା ଗ୍ରାମର ଯୁଗୀ ପୁଟେଲ ଆହତ ହୋଇଥିଲେ । ଘଟଣା ସ୍ଥଳରେ…
Read More...

ନବବର୍ଷରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ରକ୍ଷକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବବର୍ଷକୁ ସ୍ୱାଗତ କରିବାରେ ଜନସାଧାରଣ ମସ୍‌ଗୁଲ୍‌ ଥିବା ବେଳେ ତୁରେକେଲା ଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତୁରେକେଲା ଶେଷ ମୁଣ୍ଡରେ ଥିବା ତାରିଣୀ ମନ୍ଦିର ମୋଡରେ ଦୁଇଟି ମୋଟର ସାଇକଲ ମୁହାଁମୁହିଁ ହେବା ଫଳରେ…
Read More...

ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଉଦ୍‌ଯାପିତ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଦ ଗ୍ରାମରେ ଗତ ୨୦/୧୨/୨୦୨୧ରୁ ଆରମ୍ଭ ହୋଇଥିବା ମା' ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଉଦ୍‌ଯାପନି ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗତ ୭ବର୍ଷ ଧରି ଏହି ଫୁଟବଲ ଟୁର୍ଣ୍ଣାମେଂଟ ନେହେରୁ ଯୁବକ ସଂଘ…
Read More...

କଂଟାବାଂଜି ପୋଲିସ ସବ୍‌ଡିଭିଜନ ଅଧିନରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ସ୍ୱାଗତ…

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ପୋଲିସ ସବ୍‌ଡିଭିଜନ ଅଧିନସ୍ଥ କଂଟାବାଂଜି, ମୁରିବାହାଲ, ବଙ୍ଗୋମୁଣ୍ଡା ଓ ତୁରେକେଲା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ, ସବ୍‌ ଇନ୍ସପେକ୍ଟର, ଏଏସ୍‌ଆଇ ଅଧିକାରୀମାନଙ୍କୁ ଶନିବାର ରାତିରେ କଂଟାବାଂଜି ଥାନା ପରିସରରେ ସ୍ୱାଗତ…
Read More...

ଅବକାରୀ ବିଭାଗର ପେଟ୍ରୋଲିଂ ବେଳେ ଜଣେ ଗିରଫ : ୨୦୦ ପାଉଚ ଜବତ ସହ ଜଣକୁ କୋର୍ଟ ଚାଲାଣ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ଥାନା ଦ୍ୱାରା ଗତକାଲି ଦିନ ପେଟ୍ରୋଲିଂ ବେଳେ କଂଟାବାଂଜି ଥାନା ରଜାମରା ଗ୍ରାମ ନିକଟରେ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସୂଚଦା ଅନୁସାରେ ଚଢଉ ବେଳେ ଅଭିଯୁକ୍ତ ପାଣ୍ଡବ ରଣା…
Read More...

ମାଓ ଅଂଚଳରେ ବଲାଙ୍ଗିର ପୋଲିସର ଜନ ସଂପର୍କ ଶିବିର : ପୋଲିସ ଜନତା ମଧ୍ୟରେ ବନ୍ଧୁତା କିକ୍ରେଟ ମ୍ୟାଚ

ପୋଲିସ ଦ୍ୱାରା ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର, ଛତା, ମଶାରୀ, ସ୍କୁଲ ଛାତ୍ରୀଛାତ୍ରଙ୍କ ପାଠ୍ୟ ଉପକରଣ ବଂଟନ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧୀନସ୍ଥ ମାଓ ପ୍ରଭାବିତ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ବଲାଙ୍ଗିର ପୋଲିସ ଦ୍ୱାରା ଜନ ସଂପର୍କ ଶିବିର…
Read More...

ବିଜେଡିର ପଂଚାୟତ ନିର୍ବାଚନ ବିଗୁଲ : ତୁରେକେଲା ବ୍ଲକ ଜୋନ ୧୦ରୁ ହେଲା ପ୍ରଚାର

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଜୋନ ନଂ. ୧୦ର ଲର୍କି ଗ୍ରାମରୁ କଂଟାବାଂଜି ବିଜେଡିର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନୀର ବିଗୁଲ ବୁଧବାରଠାରୁ ଆରମ୍ଭ ହୋଇଛି । ଏହି ନିର୍ବାଚନୀ ପ୍ରଚାରରେ କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ…
Read More...