Browsing Tag

kantabanji news

ଯାଦବ ଭବନ ନିର୍ମାଣ ନେଇ ଯାଦବ ସମାଜର ଭୂମି ପୂଜନ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : କଂଟାବାଂଜି ଯାଦବ ମହାସଭା ଦ୍ୱାରା ରବିବାର ଦିନ ଯାଦବ ସମାଜର ନୂତନ ଯାଦବ ଭବନ ନିର୍ମାଣ ନେଇ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କେ.ଭି. ଡିଗ୍ରୀ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ଜମିରେ ଏହା କରାଯାଇଛି । କଂଟାବାଂଜି ଯାଦବ ସମାଜ ଭବନ…
Read More...

ଅଚିହ୍ନା ଶବକୁ ସମ୍ମାନର ସହ ଦାହ କଲା କଂଟାବାଂଜି ପୋଲିସ : ‘ଯାହାର କେହି ନାହିିଁ, ତାହାର ପୋଲିସ ଅଛି’…

କଂଟାବାଂଜି, (କେପିଏନ୍‌ଏସ୍‌) : ଅଚିହ୍ନା ଶବକୁ ସମ୍ମାନ ଦେଇ ଦାହ କରିଛି କଂଟାବାଂଜି ପୋଲିସ । 'ଯାହାର କେହି ନାହିିଁ, ତା' ପାଇଁ ପୋଲସ ଅଛି' ନାରା ଦେଇ ଏସ୍‌ଡ଼ିପିଓ ଡଃ. ହୃଷିକେଶ ମେହେର ତଥା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସହରବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ସୂଚନା…
Read More...

କଂଟାବାଂଜି ସିଭିଲ କୋର୍ଟ ପରିସରରେ ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ବାପୁଜୀଙ୍କ ପ୍ରତିମୁର୍ତି ଉନ୍ମୋଚିତ

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ସିଭିଲ କୋର୍ଟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଶୁକ୍ରବାର ଦିନ ଓଡିଶା ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜଷ୍ଟିସ ବିଶ୍ୱନାଥ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାପୁଜୀଙ୍କ ପ୍ରତିମୂର୍ତିକୁ…
Read More...

ବିଧାୟକ ପାଣ୍ଠିରୁ କଂଟାବାଂଜି ଡାକ୍ତରଖାନାକୁ ଆମ୍ବୁଲାନ୍ସ ଲୋକର୍ପିତ

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଶନିବାର ଦିନ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ବିଧାୟକ ଉନ୍ନୟନ ପାଣ୍ଠି ୨୦୨୧-୨୨ ଅନୁଦାନରୁ ବିଧାୟକ ସାଲୁଜା ୨୨ଲକ୍ଷ ଟଙ୍କା ବ୍ୟୟରେ ଏକ ଆମ୍ବୁଲାନ୍ସ…
Read More...

ଅଳିଆ ଆବର୍ଜନାମୟ କଣ୍ଟାବାଞ୍ଜି ସହର : ବଢୁଛି ଜନ ଅସନ୍ତୋଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସହର ଏବେ ଅଳିଆ ଆବର୍ଜନାର ସହର ପାଲଟିଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ସହରର ଗଳି କନ୍ଦିରେ ଆବର୍ଜନା ବିଛାଡି ହୋଇ ପଡିରହିଛି, ଯାହା ଫଳରେ ଅନେକ ସ୍ଥାନରେ ଦୁର୍ଗନ୍ଧ ହେତୁ ନାକ ଫାଟି ପଡୁଛି । ସାଧାରଣ ଜନତା ବହୁବାର ପ୍ରଶାସନକୁ…
Read More...

ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସକରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ସକାଶେ ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ…
Read More...

ବେଆଇନ ମଦ ଜବତ ସହ ଜଣେ ଗିରଫ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ମଦ ବ୍ୟବସାୟୀ ବଣ୍ଟି ନାଗ(୩୫) ଠାରୁ ମଦ ଜବତ କରିବା ସହ ତାକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଇଚ୍ଛାପଡା ଗାାଁ ବଣ୍ଟି ନାଗ ଏକ ବାଇକ ଯୋଗେ ବେଆଇନ ଭାବେ ମଦ ନେଇ ନିଜ ଗାଁକୁ…
Read More...

ସାମ୍ବାଦିକତାରେ ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଆଜି ସଂଧ୍ୟାରେ ସ୍ଥାନୀୟ ପିଡବ୍ଲୁଡି ଡାକବଙ୍ଗଳାରେ ବରିଷ୍ଠ ବୈଜ୍ୟେଷ୍ଠ ଖବରଦାତା ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଜଣେ ଜିଲ୍ଲାର ବରିଷ୍ଠ ବୈଜ୍ୟେଷ୍ଠ ଏବଂ…
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ଅବଦାନ ଅତୁଳନୀୟ : ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ତାଙ୍କ ସ୍ନେହ, ଆଦର ଓ କର୍ତ୍ତବ୍ୟନିଷ୍ଠା ଗୁଣ ପାଇଁ ସେ ଯୁଗ ଯୁଗ ଧରି ଅମର ରହିବେ ବୋଲି କହି ସେ ଅମର ଆତ୍ମାର ସଦ୍‌ଗତି କାମନା…
Read More...

ସମ୍ବିଧାନ ଦିବସରେ ଆରମ୍ଭ ହେଲା ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଂଘ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଆଜିର ଦିନରେ କଣ୍ଟାବାଞ୍ଜି ସହ ତଥା ଆଖ ପାଖ ଅଞ୍ଚଳର ଆଦିବାସୀ ଯୁବକମାନଙ୍କୁ ନେଇ ବିର୍ଷାମୁଣ୍ଡା ଆଦିବାସୀ ଯୁବକ ସଂଘ ଗଠନ ହୋଇଛି । ଅଞ୍ଚଳର ଆଦିବାସୀ, ଦଳିତ, ଗରିବ ଖଟିଖିଆମାନଙ୍କ ହକ୍‌ ଅଧିକାର ପାଇଁ ଏହି ସଂଘ…
Read More...