Browsing Tag

kantabanji news

ଭୁଷଲାଡ ଗାଁରେ ବାଲ୍ୟ ବିବାହ ବନ୍ଦ କଲେ ପ୍ରଶାସନ ଓ ବଲାଙ୍ଗିର ଚାଇଲ୍ଡ ଲାଇନ

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁଷଲାଡ ଗାଁର ଜଣେ ନାବାଳିକା ଝିଅକୁ ତା’ର ପିତାମାତା କଲାହାଣ୍ଡି ଜିଲ୍ଲା ଗୁରୁଜୁଙ୍ଗ ଗାଁର ଜଣେ ବରପାତ୍ର ସହ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ଗ୍ରାମର କେହି ଜଣେ ବ୍ୟକ୍ତି ଚାଇଲ୍ଡ ଲାଇନ ହେଲ୍ପ ନଂ.…
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ସଭାପତି ଡ.ରଘୁନାଥ ପଣ୍ଡା ଓ…
Read More...

କେ.ଭି. ଡିଗ୍ରୀ ମହାବିଦ୍ୟାଳୟରେ ୱେବିନାର

କଂଟାବାଂଜି, (ମନିଷ କୁମାର ହଂସ) : ସ୍ଥାନୀୟ କେ.ଭି.ଡିଗ୍ରୀ ମହାବିଦ୍ୟାଳୟରେ ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ ୧୯ ଶୀର୍ଷକ ଉପରେ ଏକ ଜାତୀୟ ୱେବିନାର ଆଜି ଅନୁଷ୍ଠିତ ହୋଇଯାଇଛି । ବିଜନେସ ସ୍କୁଲ ନିର୍ଦ୍ଧେଶକ ଗୌତମ ମହାନ୍ତିଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ୱେବିନାରରେ ମୁଖ୍ୟ ଆଲୋଚକ ଭାବରେ…
Read More...

ହଲନଭଟା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବା ନେଇ ଅନ୍ୟ ୩ଜଣ ପ୍ରାର୍ଥୀଙ୍କ…

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ ଗୋଟି ସରପଂଚ ଏବଂ ସମିତି ସଭ୍ୟ/ସଭ୍ୟାଙ୍କ ପ୍ରାର୍ଥୀପତ୍ର ଯାଂଚ ଆଜି ହୋଇଯାଇଛି । ଏହି ପ୍ରାର୍ଥୀପତ୍ର ଯାଂଚରେ ବ୍ଲକର ୧୯ ଗୋଟି ସମିତି ସଭ୍ୟା/ସଭ୍ୟ ପାଇଁ ବ୍ଲକ ନିର୍ବାଚନ ଅଧିକାରୀ ଦେବାଶିଷ ସାମଲ ପ୍ରାର୍ଥୀପତ୍ର…
Read More...

ଚଟୁଅନକା ଯୁବ ସଂଗଠନ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଟୁଅନକା ଯୁବ ସଂଗଠନ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତର ଯୁବକମାନଙ୍କୁ ନେଇ ଗଠିତ ଯୁବ ସଂଗଠନ ତରଫରୁ ଗାଁର ତାରିଣୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ମାସ୍କ…
Read More...

ଧାମନଡଙ୍ଗା ଗାଁ ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

କଣ୍ଟାବାଂଜି, (ମନୀଷ କୁମାର ହଂସ) : ଧାମନଡଙ୍ଗା ଗାଁ ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନୀ ହୋଇଥିବା ନେଇ ଖବର ମିଳିଛି । ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ହେଲେ କଣ୍ଟାବାଞ୍ଜି…
Read More...

କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ୨୫ କେ.ଜି. ଗଂଜେଇ ଜବତ ସହ ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ତଥା କଂଟାବାଂଜି ଅବକାରୀ ରେଂଜ ଓ ବଙ୍ଗୋମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଭୁଷଲାଡ ଗ୍ରାମରୁ ଜଣେ ଗଂଜେଇ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରି ଗଂଜେଇ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି,…
Read More...

କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ଭୂମିପୂଜନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ପଛପଟେ ନିର୍ମାଣ ହେବାକୁ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ରବିବାର ଭୂମିପୂଜା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୬ ତାରିଖ ଦିନ ଭର୍ବୁଆଲ ମୋଡ଼୍‌ରେ ଏହାର…
Read More...

କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜରେ ଆଲୋଚନାଚକ୍ର ଅନୁଷ୍ଠିତ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜ ପରିସରରେ ‘ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ-୧୯’ ଶୀର୍ଷକ ଉପରେ ଏକ ଜାତୀୟ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୌତମ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ପ୍ରିୟବତ ଦେହୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ…
Read More...

ସ୍ୱାଧୀନତା ପରବତ୍ତୀ ଓଡ଼ିଆ କବିତାର ଧରା ଓ ଧାରା ଶୀର୍ଷକରେ ସମ୍ପାନ ଆୟୋଜିତ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସ୍ୱାଧୀନତା ପରବତ୍ତୀ ଓଡ଼ିଆ କବିତାର ଧରା ଓ ଧାରା ଶୀର୍ଷକରେ କଣ୍ଟାବାଞ୍ଜି ଡିଗ୍ରୀ କଲେଜର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ସମ୍ପାନ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ଅଧକ୍ଷ ସତ୍ୟବ୍ରତ ମିଶ୍ର ଯୋଗ…
Read More...