pakka

କେ.ଭି. ଡିଗ୍ରୀ ମହାବିଦ୍ୟାଳୟରେ ୱେବିନାର

bbehera

କଂଟାବାଂଜି, (ମନିଷ କୁମାର ହଂସ) : ସ୍ଥାନୀୟ କେ.ଭି.ଡିଗ୍ରୀ ମହାବିଦ୍ୟାଳୟରେ ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ ୧୯ ଶୀର୍ଷକ ଉପରେ ଏକ ଜାତୀୟ ୱେବିନାର ଆଜି ଅନୁଷ୍ଠିତ ହୋଇଯାଇଛି । ବିଜନେସ ସ୍କୁଲ ନିର୍ଦ୍ଧେଶକ ଗୌତମ ମହାନ୍ତିଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ୱେବିନାରରେ ମୁଖ୍ୟ ଆଲୋଚକ ଭାବରେ ସନତ କୁମାର ଭରଦ୍ୱାଜ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଆର୍ଥିକ ପରିଚାଳନା, ଇନଭେଷ୍ଟମେଂଟ ସୁଯୋଗ ଓ ପୁଞ୍ଜି ବଜାର ଉପରେ ମାର୍ଗ କରିଛନ୍ତି । ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୱେବିନାର ବାଣିଜ୍ୟିକ ଅଧ୍ୟାପକ ଯଶୋବନ୍ତ ମିଶ୍ର ସଂଯୋଜନା କରିଥିଲେ ଏବଂ ଡଃ ସଂଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ୱେବିନାରରେ କଲେଜର ଶତାଧିକ ଛାତ୍ରୀଛାତ୍ର ସହ ଅଧ୍ୟାପିକା ଓ ଅଧ୍ୟାପକ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

eighteen − one =