pakka

ସାଧାରଣ ପର୍ଯ୍ୟବେକ୍ଷକଙ୍କ ଡେଲାଙ୍ଗ ବ୍ଲକ ପରିଦର୍ଶନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ପାଇଁ ନବନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଡେଲାଙ୍ଗ ବ୍ଲକ ପରିଦର୍ଶନ କରିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ଅବନୀକାନ୍ତ ପଟ୍ଟନାୟକ ଆଜି ଡେଲାଙ୍ଗ ବ୍ଲକ ପରିଦର୍ଶନରେ ଆସି ପ୍ରାର୍ଥୀପତ୍ର ଯାଞ୍ଚ ପକ୍ରିୟା ଦେଖିବା ସହ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ସହିତ ଡେଲାଙ୍ଗ ବ୍ଲକ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

twelve + ten =