Browsing Tag

kalahandi news

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ…
Read More...

ଜୁନାଗଡ଼ ପୁଲିସକୁ ବଡ ସଫଳତା : ୪୪ ବାଇକ ଉଦ୍ଧାର, ୬ ଗିରଫ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସକୁ ବଡ ସଫଳତା ମିଳିଛି । ୪୪ଟି ବାଇକ ଉଦ୍ଧାର କରିବା ସହ ବାଇକ ଚୋରି ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଏ ସମ୍ପର୍କରେ ବୁଧବାର ସକାଳେ ଜୁନାଗଡ଼ ଥାନାରେ ଆୟୋଜିତ ଏକ…
Read More...

ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଧର୍ମଗଡ଼ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ଭିଜିଲାନ୍ସର ବଡ଼ ଚଢ଼ାଉ । ଆୟ ବହିଃର୍ଭତ ସମ୍ପତ୍ତି ଠାବ ଅଭିଯୋଗରେ ଭବାନୀପାଟଣା ଆର୍ ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୬ଟି ସ୍ଥାନରେ ମିଳିତ ଭାବେ ଚଢ଼ାଉ ଚାଲିଛି । ଆଜି ସକାଳୁ…
Read More...

ଯୁଭେଣ୍ଟିକା କାର୍ଯ୍ୟକ୍ରମରେ ଯୋଗଦେଲେ କିଶୋରୀ ବାଳିକା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ପରିସରରେ ଶୁକ୍ରବାର ଓଡିଶା ପିଲିସ ପକ୍ଷରୁ ଯୁଭେଣ୍ଟିକା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲମପୁର ଆଇଆଇସି ସୁନିଲୋ କଣ୍ଡାଗୋରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସାଇବର ସଚେତନ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ…
Read More...

ଦିବଂଗତ ସାମ୍ବାଦିକ ଶରତଙ୍କ ଉଦ୍ଦେଶ୍ୟରେ ଶୋକସଭା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସୁଭଦ୍ରା ଶକ୍ତି ସଭାଗୃହରେ ସ୍ୱର୍ଗତ ସାମ୍ବାଦିକ ଶରତ ସୁନାନୀଙ୍କ ଉଦ୍ଦେଶ୍ୟରେ ଏକ ସାମୂହିକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ସ୍ୱତନ୍ତ୍ର ଅତିଥି ଭାବେ କଲମପୁର ଜୋନ - ୧ ଜିଲ୍ଲା ପରିଷଦ ସଭ୍ୟା…
Read More...

ଲାଞ୍ଜିଗଡ଼ରେ ବଡ ଧରଣର ଡକାୟତି : ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ୮ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଗହଣା…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଏକ ବଡ ଧରଣର ଡକାୟତି ହୋଇଛି । ଲାଞ୍ଜିଗଡ଼ର ଜଣାଶୁଣା ବ୍ୟବସାୟୀ ଆନନ୍ଦ ଅଗ୍ରୱାଲଙ୍କ ଘରୁ ସଶସ୍ତ୍ର ଡକାୟତ ହୋଇଛି । ସୋମବାର ବିଳମ୍ବିତ ରାତ୍ରିରେ ବ୍ୟବସାୟୀ ଆନନ୍ଦ ଏବଂ ତାଙ୍କ ସ୍ତ୍ରୀ ଓ ଏକ ଛୋଟ ଶିଶୁ ତାଙ୍କ…
Read More...

ଭିଜିଲାନ୍ସ ଜାଲରେ ଆଟିଗାଁ ଏଡିଇଓ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଜଣେ ଏଡିଇଓ ଧରା ପଡିବା ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଏଡିଇଓ ଦେବେନ୍ଦ୍ର ସାହୁ ପ୍ରଧାନମନ୍ତ୍ରୀ ଆୱାସ ବିଲ କରାଇ…
Read More...

ବ୍ରାହ୍ମଣ କେନ୍ଦୁଗୁଡାରେ ହନୁମାନ ବିଗ୍ରହ ପ୍ରତିଷ୍ଠା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ବ୍ରାହ୍ମଣ କେନ୍ଦୁଗୁଡା ଭବାନୀ ଶଙ୍କର ଶୈବ ପୀଠରେ ହନୁମାନ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିଷ୍ଠା କାର୍ଯ୍ୟରେ ଅଭିମନ୍ୟୁ ପାଢ଼ୀ ଏବଂ ତାଙ୍କ ସହଧର୍ମିଣୀ ସୁଜାତା ପାଢ଼ୀ କର୍ତ୍ତା କାର୍ଯ୍ୟ ସମ୍ପାଦନ…
Read More...

ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ ଭାଗିରଥୀ ଇନ୍ ସମ୍ମିଳନୀ କକ୍ଷରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶାନ୍ତନୁ କୁମାର ବେହେରାଙ୍କ…
Read More...

କଳାହାଣ୍ଡିରେ ଭୂମିକମ୍ପ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ଭୂମିକମ୍ପ । କଳାହାଣ୍ଡି ଜିଲ୍ଲାରେ ଅନୁଭୂତ ହେଲା ଭୂମିକମ୍ପ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି, ଯାହା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି । କଳାହାଣ୍ଡି ଜିଲ୍ଲା କଲମପୁର, ଥୁଆମୂଳ ରାମପୁର, କୋକସରା, ଧର୍ମଗଡ଼ ବ୍ଲକ…
Read More...