Browsing Tag

kalahandi news

କଳାହାଣ୍ଡି ପୁଅ ତୁର୍କୀରେ ରଚିଲେ ଇତିହାସ

ପାରା ବ୍ୟାଡ଼ମିଣ୍ଟନରେ ଦୁଇଟି ସ୍ଵର୍ଣ୍ଣ ପଦକ ଗୋଟିଏ ରୌପ୍ୟ ପଦକ ହାସଲ କଲେ ଆକାଶ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ତୁର୍କୀରେ ଗତ ୧୮ ତାରିଖ ଠାରୁ ୨୧ ତାରିଖ ଯାଏ ଆୟୋଜିତ ହୋଇଥିବା ବିଶ୍ୱ ଦକ୍ଷତା ଯୁବ କ୍ରୀଡା ୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ ରଚିଛନ୍ତି…
Read More...

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହରରେ ଏକ ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଥିଲା । ସୂଚନାନୁଯାୟୀ ଏକ ଜଙ୍ଗଲୀ ଭାଲୁ ସ୍ଥାନୀୟ ବାପୁଜୀ ବିଦ୍ୟାଳୟ ନିକଟସ୍ଥ ଅବସରପ୍ରାପ୍ତ ଜିଲ୍ଲା ଜଜ ଉଦୟଭାନୁ ଜେନାଙ୍କ ଘର ପରିସରକୁ ସନ୍ଧ୍ୟା ସମୟରେ…
Read More...

ତୁରନ୍ତ ଧାନ ଉଠାଣ ଦାବିରେ ପଣ୍ଡିଗାଁ ମଣ୍ଡିରେ ଧାରଣା ଦେଲେ ଚାଷୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଣ୍ଡି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶୀଘ୍ର ମଣ୍ଡିରୁ ଧାନ ଉଠାଣ ଦାବୀ ନେଇ କଲମପୁର ପେକ୍ସ ଅନ୍ତର୍ଗତ ପଣ୍ଡିଗାଁ ମଣ୍ଡିରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ । ମିଳିତ କୃଷକ ମଞ୍ଚ ଆନୁକୂଲ୍ୟରେ ଏହି ଧାରଣା ଆୟୋଜିତ ହୋଇଛି । ଗତ କିଛିଦିନ ପୂର୍ବରୁ…
Read More...

ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ବିଜୁ ଏକ୍ସପ୍ରେସ ୱେରେ ରବିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ରାସ୍ତା ପାର ହେଉଥିବା ବେଳେ ଏକ ଭାଲୁର ମୃତ୍ୟୁ ଘଟିଛି । ସକାଳୁ ରାସ୍ତାକଡରେ ଭାଲୁର ମୃତଦେହ ପଡିଥିବା ଦେଖି ସ୍ଥାନୀୟ…
Read More...

ଜିଲ୍ଲାସ୍ତରୀୟ ବିକଶିତ ଓଡ଼ିଶା – ୨୦୩୬ ସମ୍ମିଳନୀ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଟାଉନ୍ ହଲ୍‌ଠାରେ ଶନିବାର ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅବସରରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ “ବିକଶିତ ଓଡ଼ିଶା–୨୦୩୬” ଉପରେ ଏକ ଜିଲ୍ଲାସ୍ତରୀୟ…
Read More...

କ୍ଷତିପୂରଣ ଦାବିରେ ମୃତଦେହ ରଖି ଦୁଲକିବନ୍ଧ ନିକଟରେ ରାସ୍ତାରୋକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦୁଲକିବନ୍ଧ ନିକଟରେ ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସମ୍ପର୍କୀୟ । ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବିଜମରା ନିକଟରେ ଏକ ପିକଅପ ନଂ. ଓଡି ୦୫ ଏ ଡବ୍ଲୁ ୯୦୭୧ ଏବଂ…
Read More...

ଭିଜିଲାନ୍ସ ହାତରେ ଜଳ ଛାୟା ପ୍ରକଳ୍ପ ମନରେଗା ସହାୟିକା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜଳ ଛାୟା ପ୍ରକଳ୍ପ ବିଭାଗର ମନରେଗା ସହାୟିକା ପ୍ରିୟଙ୍କା ଜେନା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାନୁଯାୟୀ ପ୍ରିୟଙ୍କା ଜଣେ ହିତାଧିକାରୀଙ୍କ ଠାରୁ ତାଙ୍କ ଫାର୍ମ ପଣ୍ଡ୍‌ର ବିଲ କରିବା ପାଇଁ ୩୫ ହଜାର ଟଙ୍କା ଦାବୀ…
Read More...

କଲମପୁରରେ ଚାଷୀଙ୍କ ଗଣଧାରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ପେକ୍ସ ଅଧୀନରେ ଥିବା ବଙ୍କାପଲା, ଦେପୁର, ବରଗାଁ, କଲମପୁର ଏବଂ ପଣ୍ଡିଗାଁ ୫ଟି ମଣ୍ଡିର ଅଚଳାବସ୍ଥା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ଶୁକ୍ରବାର ଦିନ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ତହସିଲ…
Read More...

ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ୬ ମୃତ : ଜଣେ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଠାରେ ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲୁଥିବାବେଳେ ଶ୍ୱାସ ରୁଦ୍ଧ ହୋଇ ୬ ଜଣଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକମାନେ…
Read More...

ନଦୀରେ ବୁଡି ଜଣେ ନାବାଳକ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍, ପର୍ଲା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…
Read More...