Browsing Tag

kalahandi news

ବ୍ରାହ୍ମଣ ସମାଜ ପକ୍ଷରୁ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କୁ ପୋଡପିଠା ଲାଗି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜଗନ୍ନାଥ ସଂସ୍କୃତିରେ ରଥଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପ ଜନ୍ମବେଦୀରେ ଥିବା ସମୟରେ ଗୁଣ୍ଡିଚା ମାଉସୀଙ୍କ ଦ୍ୱାରା ଶ୍ରୀଜୀଉ ମାନଙ୍କୁ ପୋଡପିଠା ଭୋଗ ଲାଗି କରାଯିବା ପରମ୍ପରା ରହିଛି । ବୁଧବାର ଆଡ଼ପ ମଣ୍ଡପରେ ଜଗନ୍ନାଥ…
Read More...

ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ନୂତନ ଅନୁଦାନ ଦାବୀରେ ପ୍ରଶାସନର ଦ୍ୱାରସ୍ଥ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ତରଫରୁ ନୂତନ ଅନୁଦାନ ଦାବୀରେ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସଂଘର ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବେହେରା ଓ ଜିଲ୍ଲା…
Read More...

କଲମପୁରରେ ଅନୁଭୂତି ଯୋଗ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ କଲମପୁର ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ଜୀବନ ଶୈଳୀରେ ବୃତ୍ତି ପରିବର୍ତ୍ତନ…
Read More...

କଲମପୁର ବ୍ଲକରେ କୁମ୍ଭୀର ଆତଙ୍କ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଭାଲୁବୁଟ୍ରା ଗ୍ରାମ ନିକଟସ୍ଥ କୁସୁମଜୋରରେ ଆଜି ଏକ କୁମ୍ଭୀର ଥିବା ସ୍ଥାନୀୟଲୋକେ ଦେଖିଥିଲେ । ଏହି ଖବର ଜଣାପଡିବାପରେ କୁମ୍ଭୀର ଦେଖିବାପାଇଁ ସେଠାରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । କୁମ୍ଭୀରଟି ଏକ ଫାସରେ ଫସି…
Read More...

ଡାକ୍ତରଙ୍କୁ ବାନ୍ଧି ଘରେ ଡକାୟତି, ୫୪ ଗ୍ରାମ ସୁନା ସହ ୭୨ ହଜାର ଲୁଟ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧର୍ମଗଡ଼ରେ ଡକାୟତଙ୍କ ଆତଙ୍କ । ଡାକ୍ତରଙ୍କ ଘରେ ପଶି ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ ସୁନା ଓ ନଗଦ ରାଶି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଗତ ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାବେଳେ, ଏହି ଘଟଣା…
Read More...

କିସ୍ କଳାହାଣ୍ଡିରେ ୭୭ତମ ବନ ମହୋତ୍ସବ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ପରିବେଶକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ସମସ୍ତ…
Read More...

ବଡ଼ ଧରଣର ଚୋରି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ମାମଲା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ପାର୍ଥବ ସାହୁଙ୍କ ଘରୁ ନଗଦ ୨ ଲକ୍ଷ ପଚାଶ ହଜାର ଟଙ୍କା ସମେତ ପ୍ରାୟ ୧୭ ଭରି ସୁନା ଓ ରୂପା…
Read More...

ଡାଲଗୁମା ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ଜ୍ୱାଇଁ ହତ୍ୟାକାରୀ, ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମର ଶୁକଦେବ ଧରୁଆ (୫୫) ଜଘନ୍ୟ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କୋକସରା ଥାନା ପୁଲିସ । ଗତ ରବିବାର ବିଳମ୍ବିତ ରାତିରେ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡରେ ମଶାରୀ ଟାଙ୍ଗି…
Read More...

ହାତୀ ନଦୀରେ କୁମ୍ଭୀର : ଲୋକେ ଆତଙ୍କିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଲାସ ଗ୍ରାମ ନିକଟସ୍ଥ ହାତୀ ନଦୀରେ ଏକ କୁମ୍ଭୀର ଥିବା ଜଣାପଡିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ସୂଚନାନୁଯାୟୀ, ପଲାସ ଗାଁ ନିକଟରେ ପ୍ରବାହିତ ହାତୀନଦୀକୁ କିଛି ଲୋକ ମାଛ ମାରିବାକୁ ଯାଇଥିଲେ । ସେହି…
Read More...

ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ନାମଲେଖା ସହାୟତା କେନ୍ଦ୍ର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟାକୁ ସରଳ ଓ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ସମ୍ମୁଖରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ନୂତନ ଶିକ୍ଷା ବର୍ଷ ପାଇଁ +୩ ନାମଲେଖା…
Read More...