ତୁରନ୍ତ ଧାନ ଉଠାଣ ଦାବିରେ ପଣ୍ଡିଗାଁ ମଣ୍ଡିରେ ଧାରଣା ଦେଲେ ଚାଷୀ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଣ୍ଡି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶୀଘ୍ର ମଣ୍ଡିରୁ ଧାନ ଉଠାଣ ଦାବୀ ନେଇ କଲମପୁର ପେକ୍ସ ଅନ୍ତର୍ଗତ ପଣ୍ଡିଗାଁ ମଣ୍ଡିରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ । ମିଳିତ କୃଷକ ମଞ୍ଚ ଆନୁକୂଲ୍ୟରେ ଏହି ଧାରଣା ଆୟୋଜିତ ହୋଇଛି । ଗତ କିଛିଦିନ ପୂର୍ବରୁ!-->…
Read More...
Read More...