Browsing Tag

kalahandi news

ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଥୁଆମୂଳ ରାମପୁର ବ୍ଲକ ସଭା ଗୃହରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଆରକ୍ଷୀ ଅଧିକ୍ଷକ ନାଗରାଜ…
Read More...

ଗ୍ୟାସ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ବ୍ୟବସାୟୀ ସଂଘର ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁ ଦେଖାଦେଲାଣି ବ୍ୟବସାୟିକ ଓ ଘରୋଇ ଏଲପିଜି ଗ୍ୟାସ ସଂକଟ । ରେଷ୍ଟୁରାଣ୍ଟ, ଖାଦ୍ୟ ବିକ୍ରେତା ଏଥିରେ ସର୍ବାଧିକ ପ୍ରଭାବିତ ହେଉଥିବା ଭଳି ଅଭିଯୋଗ ହୋଇଛି । ଆଗକୁ ରନ୍ଧନ ଗ୍ୟାସ ମିଳିବ କି ନାହିଁ ଆଶଙ୍କା କରି…
Read More...

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡିର ୫ଟି ନୂତନ ଥାନା କୋଠା ଉଦଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ରାଜ୍ୟର ନବ ନିର୍ମିତ ଥାନା କୋଠା ଗୁଡିକୁ ଅଭାଷୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ପାଞ୍ଚଟି ନବ ନିର୍ମିତ ଥାନା କୋଠା କେସିଙ୍ଗା,…
Read More...

ରାମ ନବମୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ରାମ ନବମୀ ଉତ୍ସବ ସାରା କଳାହାଣ୍ଡି ଜିଲ୍ଲାରେ ବେଶ ଆକର୍ଷଣୀୟ ହୋଇଥାଏ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ବେଶ୍ ଆକର୍ଷଣୀୟ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ପରିସରରେ ରାମ ଭକ୍ତ କି ଟୋଲିର ସଭାପତି ବଜରଙ୍ଗ…
Read More...

ବ୍ରହ୍ମକୁମାରୀ ଉପ ସେବକେନ୍ଦ୍ରରେ ୯୦ତମ ମହାଶିବରାତ୍ରି ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଉପ ସେବାକେନ୍ଦ୍ର ଠାରେ ୯୦ତମ ମହାଶିବରାତ୍ରି ଜୟନ୍ତୀ ବଡ ଧୁମଧାମରେ ପାଳିତ ହୋଇଯାଇଛି । ସେବାକେନ୍ଦ୍ର ସଞ୍ଚାଳିକା ବିକେ ରୋଜି ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ…
Read More...

ଅବିନାଶ ହେଲେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଭାବରେ ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଛାତ୍ର ନେତା ତଥା ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁରଙ୍କୁ…
Read More...

ଅବେଳରେ ଆରପାରିରେ କର୍ତ୍ତବ୍ୟ ପରାୟଣା ଶିକ୍ଷୟିତ୍ରୀ- ପ୍ରତିଭା ବାରିକ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା, ବିଇଓ କାର୍ଯ୍ୟାଳୟ ଜୟପାଟଣା ଅଧୀନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାଇକକେନ୍ଦୁମୁଣ୍ଡିର କର୍ତ୍ତବ୍ୟ ପରାୟଣା ଶିକ୍ଷୟିତ୍ରୀ ପ୍ରତିଭା ବାରିକଙ୍କ ଗତ ତା ୨୩/୧/୨୦୨୬ ରିଖ ପବିତ୍ର ସରସ୍ୱତୀ ପୂଜାର ଅପରାହ୍ନ ୧-୫୪ମି ସମୟରେ…
Read More...

ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, କଳାହାଣ୍ଡି ଦ୍ଵାରା ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ - ଶିକ୍ଷୟିତ୍ରୀଙ୍କୁ ନେଇ ଭବାନୀପାଟଣା ଟାଉନ୍ ହଲ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ…
Read More...

ସି. ଡବ୍ଲୁ. ସି ଡାଇରେକ୍ଟରଙ୍କୁ ସାକ୍ଷାତ କଳେ ଡ଼. ଭବାନୀ ଶଙ୍କର ନିଆଲ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଲୋୟର ଉଦନ୍ତି ଏବଂ ନୂଆପଡା ଜିଲ୍ଲାର ଅପର ଉଦନ୍ତି ବ୍ୟାରେଜ ପ୍ରୋଜେକ୍ଟ ଉପରେ ଦିଲ୍ଲୀରେ କେନ୍ଦ୍ରୀୟ ଜଳ ଆୟୋଗ ଡାଇରେକ୍ଟର ନିରଜ କୁମାର ଶର୍ମାଙ୍କୁ ବିକଶିତ କଳାହାଣ୍ଡି ନୂଆପଡାର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଦିଲ୍ଳୀ…
Read More...

ଜାତୀୟ ସଡକ ସୁରକ୍ଷା ମାସ–୨୦୨୬ର ଉଦଯାପନୀ ସମାରୋହ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ କଳାହାଣ୍ଡି ଏବଂ ଜିଲ୍ଲା ସଡକ ସୁରକ୍ଷା କମିଟି କଳାହାଣ୍ଡିଙ୍କ ସଂଯୁକ୍ତ ଆୟୋଜନରେ ଜାତୀୟ ସଡକ ସୁରକ୍ଷା ମାସ–୨୦୨୬ର ସମାପନ ସମାରୋହ ଆଜି ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।…
Read More...
error: Content is protected !!